ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ଖେଳାଯିବ ବୁସ ଫାୟାର କ୍ରିକେଟ ବାସ। ଏକ ଚାରିଟି ଅନୁଷ୍ଠାନ ପକ୍ଷରୁ ଫେବୃଆରୀ 8ରେ ଖେଳାଯିବ ମ୍ୟାଚ। ୱାର୍ଣ୍ଣେ ଏକାଦଶ ଓ ପଏଣ୍ଟିଂ ଏକାଦଶ ମଧ୍ୟରେ ଖେଳାଯିବ ମ୍ୟାଚ। ମ୍ୟାଚରୁ ଆୟ ସମସ୍ତ ଅର୍ଥ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ପଠାଯିବ।
ପୂର୍ବରୁ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଓ କିମ୍ବଦନ୍ତୀ ଇଣ୍ଡିଜ କ୍ରିକେଟର କର୍ଟନି ୱେଲ୍ସ ଏହି ମ୍ୟାଚ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି । ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ ଓ ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ୱାସିମ ଆକ୍ରମ ଏହି ମ୍ୟାଚରେ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି।
ନଜର ପକାନ୍ତୁ ଏଯାବତ ଏହି ମ୍ୟାଚ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିବା ଖେଳାଳିଙ୍କ ଉପରେ:
ସେନ ୱାର୍ଣ୍ଣ(କ୍ୟାପଟେନ), ରିକି ପଏଣ୍ଟିଂ( କ୍ୟାପଟେନ), ଆଡାମ ଗିଲଖ୍ରୀଷ୍ଟ, ଆଲେକ୍ସ ବ୍ଳାକୱେଲ, ଆଣ୍ଡ୍ରେ ସିମଣ୍ଡସ, ବ୍ରାଡ ଫିଲଟର, ବ୍ରାଡ ହାଡିନ, ବ୍ରେଟ ଲି, ଏଲସେ ଭିଲାନି, ଗ୍ରେସ ହାରିସ, ଜଷ୍ଟିନ ଲାଙ୍ଗର, ଲୁକେ ହଗଡେ, ମାଥ୍ୟୁ ହେଡେନ, ମାଇକେଲ କ୍ଳାର୍କ, ମାଇକ ହସି, ଫୋଏବ ଲିଚଫିଲ୍ଡ, ସେନ ୱାଟସନ, ୱାସିମ ଆକ୍ରମ, ଯୁବରାଜ ସିଂହ।