ETV Bharat / sports

ବିଶ୍ବକପ: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବ ଭାରତ - toss

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ । ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 16, 2019, 2:55 PM IST

ମାଞ୍ଚେଷ୍ଟର: ଶେଷ ହୋଇଛି କାଉଁଣ୍ଟଡାଉନ । ଆରମ୍ଭ ହୋଇଛି ମ୍ୟାଚ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ପାକିସ୍ତାନ । ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି, ଗ୍ରାଉଣ୍ଡ ଓଦାଳିଆ ରହିଥିବାରୁ ଆମକୁ ପ୍ରଥମେ ବୋଲିଂ କରିବାକୁ ସହଜ ହେବ ।

World Cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଟିକେ କୁଣ୍ଠାବୋଧ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । କୋହଲି କହିଛନ୍ତି, ପଡିଆର ପରିସ୍ଥିତି ବୋଲିଂ ପାଇଁ ଅନୁକୁଳ ଥିବାରୁ ଆମେ ମଧ୍ୟ ପ୍ରଥମ ବୋଲିଂ କରିବାକୁ ଚାହୁଥିଲୁ । ମାତ୍ର ଟସ ହାରିବା ଫଳରେ ଆମକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିବ । ତେବେ ଏଥିପାଇଁ ଆମେ ତୟାର ।

  • ଭାରତୀୟ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ), କେଏଲ ରାହୁଲ, ଏମ ଏସ ଧୋନୀ(ୱିକେଟକିପର), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ୟୁଜୁବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍‌ରା ।
  • ପାକିସ୍ତାନ ଚୁଡାନ୍ତ ଏକାଦଶ: ସର୍ଫରାଜ ଅହମ୍ମଦ (ଅଧିନାୟକ), ବାବର ଆଜମ, ଫଖର ଜାମାନ, ହାସନ ଅଲି, ମହମ୍ମଦ ଆମିର, ଇମାମ-ଉଲ- ହକ୍‌, ମହମ୍ମଦ ହାଫିଜ୍‌, ସୋଏବ ମଲିକ, ସଦାବ ଖାନ, ୱାବା ରିଜା, ଇମାଦ୍‌ ୱାସିମ ।

Intro:Body:

fafa

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.