ETV Bharat / sports

ମହିଳା ଟି-20 ବିଶ୍ବକପ: ‘ଭାରତକୁ ବିଜୟ ଦେବେ ସ୍ମୃତି-ହରମନପ୍ରିତ’ - ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର

ମହିଳା ଟି-20 ବିଶ୍ବକପ ଫାଇନାଲରେ ଭାରତକୁ ବିଜୟୀ କରାଇବେ ଓପନର ତଥା ଅଭିଜ୍ଞ ସ୍ମୃତି ମାନ୍ଧନା ଓ କ୍ୟାପଟେନ ହରମନପ୍ରିତ କୌର । ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ।

Women's T20 World Cup
ମହିଳା ଟି-20 ବିଶ୍ବକପ
author img

By

Published : Mar 6, 2020, 10:57 PM IST

ମୁମ୍ବାଇ: ମହିଳା ଦିବସରେ ଭାରତୀୟ ମହିଳା ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ହେବ ମହାମୁକାବିଲା । ଅଷ୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଟିମ ।

Women's T20 World Cup
ମହିଳା ଟି-20 ବିଶ୍ବକପ

ତେବେ ଏହି ମ୍ୟାଚକୁ ନେଇ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗର ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଓପନର ତଥା ଅଭିଜ୍ଞ ସ୍ମୃତି ମାନ୍ଧନା, କ୍ୟାପଟେନ ହରମନପ୍ରିତ କୌରଙ୍କ ଠାରୁ ଦଳ ବିଜୟୀ ଇଂନିସ ଆଶା ରଖିଛି କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ।

Women's T20 World Cup
ମହିଳା ଟି-20 ବିଶ୍ବକପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.