ETV Bharat / sports

ବାରବାଟୀରେ ଇଣ୍ଡିଆ-ଏ' କୁ ହରାଇଲା ଇଣ୍ଡିଆ-ସି' - ମହିଳା ଟି-20 ଚ୍ୟାଲେଞ୍ଜର ଟ୍ରଫି

ହରମନପ୍ରୀତ କୌର ଷ୍ଟାରର ଇଣ୍ଡିଆ-ଏ' କୁ 10 ରନରେ ପରାସ୍ତ କରିଛି ଇଣ୍ଡିଆ-ସି' ।

cwomens-t20-challenger-trophy-india-c-vs-india-a-india-c-women-won-by-10-runs
ବାରବାଟୀରେ ଇଣ୍ଡିଆ-ଏ' କୁ ହରାଇଲା ଇଣ୍ଡିଆ-ସି'
author img

By

Published : Jan 6, 2020, 11:57 PM IST

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-20 ଚ୍ୟାଲେଞ୍ଜର ଟ୍ରଫିର ତୃତୀୟ ମ୍ୟାଚରେ ଇଣ୍ଡିଆ-ସି' ବିଜୟୀ ହୋଇଛି । ହରମନପ୍ରୀତ କୌର ଷ୍ଟାରର ଇଣ୍ଡିଆ-ଏ' କୁ 10 ରନରେ ପରାସ୍ତ କରିଛି ଇଣ୍ଡିଆ-ସି' ।

ଆଜି (ସୋମବାର) ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଣ୍ଡିଆ-ସି' । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 123 ରନ୍ କରିଥିଲା ଦଳ । ଦଳ ପକ୍ଷରୁ ସର୍ବାଧିକ 38ରନ କରିଥିଲେ ଶେଫାଳି ବର୍ମା । ସେହିପରି ଇଣ୍ଡିଆ-ଏ' ପକ୍ଷରୁ ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ ଦୀପ୍ତି ଶର୍ମା ।

ତେବେ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଣ୍ଡିଆ-ଏ' 3 ୱିକେଟ୍ ହରାଇ ମାତ୍ର 113 ରନ୍ କରି ପାରିଥିଲା । ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ଅପରାଜିତ 34 ରନ୍ କରିଥିବା ବେଳେ ପ୍ରିୟା ପୁନିଆ 25, କ୍ୟାପଟେନ୍ ହରମନପ୍ରୀତ 13 ରନ କରିଥିଲେ ।

Intro:ରାଇରଙ୍ଗପୁର(ମୟୁରଭଞ୍ଜ): ନଦୀରେ ବୁଡି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ଖଡ଼ଖାଇ ନଦୀରେ। ସୂଚନା ଅନୁସାରେ ରାଇରଙ୍ଗପୁର ଟାଉନ ଥାନା ପୁରୁଣାଘାଟି ଗ୍ରାମର ମହେନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତି ଖଡଖାଇ ନଦୀରେ ଗାଧୋଉଥିବା ସମୟରେ କୌଣସି କାରଣ ରୁ ବୁଡି ଯାଇଥିଲେ। ତେବେ ସେହି ତୁଠରେ ଗାଧୋଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରି ସାରିଥିଲେ। ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.