କଟକ: ବାରବାଟୀରେ ଖେଳାଯାଉଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ର କ୍ରମାଗତ ଦ୍ୱିତୀୟ ବିଜୟ। ବାରବାଟୀରେ ପୁଣି ଓଡିଆ ଝିଅ ସୁଶ୍ରୀ ପ୍ରଭାବି ପ୍ରଦର୍ଶନ କରିଛନ୍ତି । ଫଳରେ ଇଣ୍ଡିଆ-ଏ କୁ 35 ରନରେ ପରାସ୍ତ କରିଛି ଇଣ୍ଡିଆ-ବି।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଣ୍ଡିଆ-ବି ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ 139 ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସ୍ମୃତି ମାନ୍ଧାନା ସର୍ବାଧିକ 34 ରନ କରିଥିଲା ବେଳେ ବନିତା 30 ରନ କରିଥିଲେ। ଫଳରେ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚିଥିଲା ଇଣ୍ଡିଆ-ବି ।
ମହିଳା ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀଙ୍କ ଶାଣିତ ବୋଲିଂ, ଇଣ୍ଡିଆ-ବି' ର ଦ୍ୱିତୀୟ ବିଜୟ - ବାରବାଟୀରେ ମହିଳା ଚ୍ୟାଲେଞ୍ଜର ଟ୍ରଫି
ମହିଳା ଚ୍ୟାଲେଞ୍ଜର ଟ୍ରଫିର ଆଜିର ମ୍ୟାଚରେ ଇଣ୍ଡିଆ-ଏକୁ 35 ରନରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଇଣ୍ଡିଆ-ବି । ଅଧିକ ପଢନ୍ତୁ...
ମହିଳା ଚ୍ୟାଲେଞ୍ଜର ଟ୍ରଫି
କଟକ: ବାରବାଟୀରେ ଖେଳାଯାଉଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ର କ୍ରମାଗତ ଦ୍ୱିତୀୟ ବିଜୟ। ବାରବାଟୀରେ ପୁଣି ଓଡିଆ ଝିଅ ସୁଶ୍ରୀ ପ୍ରଭାବି ପ୍ରଦର୍ଶନ କରିଛନ୍ତି । ଫଳରେ ଇଣ୍ଡିଆ-ଏ କୁ 35 ରନରେ ପରାସ୍ତ କରିଛି ଇଣ୍ଡିଆ-ବି।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଣ୍ଡିଆ-ବି ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ 139 ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସ୍ମୃତି ମାନ୍ଧାନା ସର୍ବାଧିକ 34 ରନ କରିଥିଲା ବେଳେ ବନିତା 30 ରନ କରିଥିଲେ। ଫଳରେ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚିଥିଲା ଇଣ୍ଡିଆ-ବି ।
Intro:କଟକ: ଭାରତ ବି ର କ୍ରମଗାତ ଦ୍ୱିତୀୟ ବିଜୟ । ସୁଶ୍ରୀ ପୁଣି ଦେଖାଇଲେ କମାଲ । ବାରବାଟି ରେ ଖେଳାଯାଇଥିବା ମହିଳା ଚଲେଞ୍ଜର ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ଇଣ୍ଡିଆ ଏ କୁ 35 ରନ ରେ ପରାସ୍ତ କରିଛି ଭାରତ ବି ।
ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ଭାରତ ବି ନିର୍ଧାରିତ 20 ଓଭର ରେ 4 ୱେକେଟ ହରାଇ 139 ରନ ସଂଗ୍ରହ କରିଥିଲା ଦଳ । ଦଳ ପକ୍ଷରୁ ଅଧିନାୟକ ସ୍ମୃତି ମନ୍ଧନା ସର୍ବାଧିକ 34 ରନ କରିଥିଲା ବେଳେ ବନିତା 30 ରନ କରିଥିଲେ । ଯାହା ଫଳରେ ଏକ ସମ୍ମାନ ଜନକ ସ୍କୋର ରେ ପହଞ୍ଚିଥିଲା ଭାରତ ବି ଦଳ ।
ଜବାବ ରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟ କୁ ପାର କରିବାରେ ବିଫଳ ହୋଇଥିଲା ଭାରତ ଏ ଦଳ । ନିର୍ଧାରିତ 20 ଓଭର ରେ 7 ୱେକେଟ ହରାଇ ମାତ୍ର 104 ରନ ସଂଗ୍ରହ କରିଥିଲା ଭାରତ ଏ । ଦଳ ପକ୍ଷରୁ ପ୍ରିୟା ପୁନିୟା ସର୍ବାଧିକ 34 ରନ କରିଥିଲା ବେଳେ ଦୀପ୍ତି ଶର୍ମା 33 ରନ କରିଥିଲେ ।
ଭାରତ ବି ପକ୍ଷରୁ ଓଡ଼ିଆ ଝିଅ ସୁଶ୍ରୀ ପୁଣି ଦେଖାଇଲେ କମାଲ । ଭାରତ ଏ ବିପକ୍ଷ ରେ 4 ଓଭର ରେ 18 ରନ ବ୍ୟୟ କରି 2 ୱେକେଟ ଅକ୍ତିଆର କରିଥିଲେ ସେ । ଏହାସହିତ ଅନୁଯା ପାଟିଲ ମଧ୍ୟ 2ଟି ୱେକେଟ ଅକ୍ତିଆର କରିଥିଲେ । Body:No needConclusion: