ETV Bharat / sports

ବିଶ୍ବକପ: ଇଂଲଣ୍ଡକୁ ମିଳିଲାନି ଅସଲି ଟ୍ରଫି - icc

ଆଇସିସିର ନିୟମାନୁସାରେ ପ୍ରକୃତ ଟ୍ରଫିକୁ ଆଇସିସି କାହାକୁ ଦେଇ ନଥାଏ । କେବଳ ବିଶ୍ବକପ ଟ୍ରଫି ପ୍ରଦାନ ଉତ୍ସବରେ ବିଜେତାକୁ ଅସଲି ଟ୍ରଫି ପ୍ରଦାନ କରାଯାଇଥାଏ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 15, 2019, 6:25 PM IST

ଲଣ୍ଡନ: ଟାଇ ଟାଇ ପରେ ଟାଇଟଲ ଟେକିଛି ଆୟୋଜକ ଇଂଲଣ୍ଡ । 44ବର୍ଷ ପରେ ପ୍ରଥମଥର ପାଇଁ ବିଶ୍ବକପ ଟ୍ରଫି ହାତେଇ ପାରିଛି କ୍ରିକେଟର ଜନ୍ମଦାତା ଇଂଲିଶ୍‌ ଦଳ । ମାତ୍ର ବିଜେତା ଇଂଲଣ୍ଡକୁ ଆଇସିସି ଦେଇ ନାହିଁ ଅସଲି ଟ୍ରଫି । ନିଜ ପାଖରେ ଆଇସିସି ରଖିଛି ଅସଲି ଟ୍ରଫି । ତେବେ ଏମିତି କାହିଁକି ଜାଣନ୍ତୁ ।

ଆଇସିସିର ନିୟମାନୁସାରେ ପ୍ରକୃତ ଟ୍ରଫିକୁ ଆଇସିସି କାହାକୁ ଦେଇ ନଥାଏ । କେବଳ ବିଶ୍ବକପ ଟ୍ରଫି ପ୍ରଦାନ ଉତ୍ସବରେ ବିଜେତାକୁ ଅସଲି ଟ୍ରଫି ପ୍ରଦାନ କରାଯାଇଥାଏ । ପରେ ଆଇସିସି ଅସଲି ଟ୍ରଫି ବଦଲ କରି ସମାନ ଆକୃତିର ଏକ ଟ୍ରଫି ବିଜେତା ଦଳକୁ ନିଜ ଦେଶରେ ରଖିବାକୁ ଦେଇଥାଏ । ତେବେ ବିଶ୍ୱକପ ଟ୍ରଫିର ଓଜନ 11 କିଲୋ । ସୁନା ଏବଂ ଚାନ୍ଦିରେ ଏହାକୁ ନିର୍ମାଣ କରାଯାଇଛି । ଟ୍ରଫି ମଝିରେ ଥିବା ଗ୍ଲୋବଟି ସୁନାରେ ତିଆରି ହୋଇଛି । 60ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏହି ଟ୍ରଫି ପ୍ରଥମେ 1999ରେ ନିର୍ମାଣ କରାଯାଇଥିଲା ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.