ETV Bharat / sports

'ସାମାଜିକ ଦୂରତ୍ବ ରକ୍ଷା କର କିନ୍ତୁ ଆକ୍ରାନ୍ତଙ୍କୁ ସମାଜରୁ ବହିଷ୍କୃତ କରନି' - cricket latest news

ସାମାଜିକ ଦୂରତ୍ବ ଅବଲମ୍ବନ କରନ୍ତୁ କିନ୍ତୁ କୋରୋନା ପଜିଟିଭଙ୍କୁ ସମାଜରୁ ବହିଷ୍କାର କରନ୍ତୁ ନାହିଁ । ସେମାନେ ଯେପରି ଲଜ୍ୟା ଅନୁଭବ ନକରନ୍ତି ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍‌ ।

who-have-tested-positive-for-covid19-receive-all-our-love-and-care-and-dont-feel-any-stigma-sachin
'ପଜିଟିଭି ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତ୍ବ ରକ୍ଷା କିନ୍ତୁ ସମାଜରୁ ବହିଷ୍କୃତ କର ନାହିଁ '
author img

By

Published : Mar 28, 2020, 9:30 AM IST

ମୁମ୍ବାଇ: କୋରୋନାକୁ ନେଇ ଚିନ୍ତିତ ସାରା ବିଶ୍ବ । ଏହି ସମୟରେ ଭାରତରେ ଲକ୍‌ ଡାଉନ୍‌ ଜାରି ହୋଇଛି । ତେବେ କୋରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସହ କିପରି ବ୍ୟବହାର କରିବା ଦରକାର ଏନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇଛନ୍ତି ।

  • एक समाज के तौर पर हमारी ज़िम्मेदारी है कि हम में से जो लोग positive टेस्ट हुए है, उन्हें हमारा स्नेह मिले और हम उन्हें शर्मिंदा महसूस ना कराएँ।#SocialDistancing बनाएँ रखे पर उन्हें समाज से दूर ना करे।#CoronaVirus के ख़िलाफ़ इस जंग को हम जीत सकते है, बस एक दूसरे का सहयोग करें। pic.twitter.com/btSYtSAiCz

    — Sachin Tendulkar (@sachin_rt) March 27, 2020 " class="align-text-top noRightClick twitterSection" data=" ">

ସଚିନ ତାଙ୍କର ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏକ ସମାଜର ସଚେତନତା ନାଗରିକ ଭାବେ ଆମର ଦାୟିତ୍ବ ହେଲା ପଜିଟିଭ ବ୍ୟକ୍ତିଙ୍କୁ ସ୍ନେହ ଦେବା ଓ ସେମାନେ ଯେପରି ଲଜ୍ୟା ଅନୁଭବ ନକରନ୍ତି ସେଥି ପ୍ରତି ଧ୍ୟାନ ଦେବା ଉଚିତ୍‌ । ସତର୍କତା ଅବଲମ୍ବନ କରନ୍ତୁ । ସାମାଜିକ ଦୂରତ୍ବ ଅବଲମ୍ବନ କରନ୍ତୁ କିନ୍ତୁ ସେମାନଙ୍କୁ ସମାଜରୁ ବହିଷ୍କାର କରନ୍ତୁ ନାହିଁ । ସମସ୍ତଙ୍କ ସହଯୋଗ ମାଧ୍ୟମରେ କୋରୋନା ଲଢେଇରେ ଆମେ ଜିତି ପାରିବା ।

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 700 ଟପିଥିବାବେଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.