ETV Bharat / sports

ଇଣ୍ଡିଜର ଇଂଲଣ୍ଡ ଗସ୍ତ: 'ଜୈବ ସୁରକ୍ଷିତ' ଷ୍ଟାଡିୟମକୁ ଗ୍ରିନ ସିଗନାଲ

ଇଂଲଣ୍ଡ ବିପକ୍ଷରେ 'ଜୈବ ସୁରକ୍ଷିତ' ପରିବେଶରେ 3ଟିକିଆ ଟେଷ୍ଟ ମ୍ୟାଚ ଖେଳିବା ପ୍ରସ୍ତାବକୁ ଗ୍ରହଣ କରିଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ।

West Indies approve 'bio-secure' Test tour of England
ଇଣ୍ଡିଜର ଇଂଲଣ୍ଡ ଗସ୍ତ: 'ଜୈବ ସୁରକ୍ଷିତ' ଷ୍ଟାଡିୟମକୁ ଗ୍ରିନ ସିଗନାଲ
author img

By

Published : May 30, 2020, 3:52 PM IST

ଆଣ୍ଟିଗୁଆ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ଇଂଲଣ୍ଡ ଗସ୍ତରେ ଯିବ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ । ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ 'ଜୈବ ସୁରକ୍ଷିତ' ପରିବେଶରେ 3ଟିକିଆ ଟେଷ୍ଟ ମ୍ୟାଚ ଖେଳିବା ପ୍ରସ୍ତାବକୁ ଗ୍ରହଣ କରିଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ।

ଖେଳାଳିଙ୍କ କୋଭିଡ ଟେଷ୍ଟ, ଓ ସ୍ବତନ୍ତ୍ର ବିମାନ ଯୋଗେଁ ଇଂଲଣ୍ଡ ଯାତ୍ରା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ଜୁଲାଇ 8ରୁ ଏହି ସିରିଜ ଆରମ୍ଭ ହେବ । ଏହି ସିରିଜର ଆରମ୍ଭ ସହ ଦୀର୍ଘ ଦିନର ବିରତି ପରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବ । ଫଳରେ ଏହି ସରିଜ ଉପରେ ସମସ୍ତ କ୍ରିକେଟ ବୋର୍ଡ, କ୍ରିକେଟର ଓ ଫ୍ୟାନ୍ସଙ୍କ ନଜର ରହିଛି ।

ତେବେ ଏଯାବତ ଇଂଲଣ୍ଡରେ କ୍ରିକେଟରେ କ୍ରିକେଟ ଆରମ୍ଭ ନେଇ ୟୁକେ ସରକାରଙ୍କ ଚୁଡାନ୍ତ ନିଷ୍ପତିକୁ ଅପେକ୍ଷା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.