ETV Bharat / sports

ଆଜି ମ୍ୟାଚରେ 500ରନ କରିବୁ: ସର୍ଫରାଜ

ଆଲ୍ଲାଙ୍କ ଦୟରୁ ମୋର ବିଶ୍ବସ ରହିଛି ଆମେ ଆଜି ମ୍ୟାଚରେ 500ରନ କରିବୁ ଓ ବିପକ୍ଷ ଦଳ 50ରନରେ ଅଲଆଉଟ ହେବ । ଫଳରେ ଆମେ ସେମିଫାଇନାଲ ଟିକେଟ ହାତେଇ ପାରିବୁ ବୋଲି କହିଛନ୍ତି ପାକିସ୍ତାନ ଟିମ୍ ଅଧିନାୟକ ।

author img

By

Published : Jul 5, 2019, 11:47 AM IST

ଡିଜାଇନ ଫଟୋ

ଲର୍ଡ୍ସ: ଶୁକ୍ରବାର ନିଜର ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ପାକିସ୍ତାନ । ପଏଣ୍ଟ ତାଲିକାରେ 9 ପଏଣ୍ଟ ସହ 5ମ ସ୍ଥାନରେ ରହିଛି ପାକିସ୍ତାନ । ତେବେ ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି କହିଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ସରଫରାଜ କହିଛନ୍ତି, "ଆଲ୍ଲାଙ୍କ ଦୟାରୁ ମୋର ବିଶ୍ବସ ରହିଛି ଆମେ ଆଜି ମ୍ୟାଚରେ 500ରନ କରିବୁ ଓ ବିପକ୍ଷ ଦଳ 50ରନରେ ଅଲଆଉଟ ହୋଇଯିବ । ଫଳରେ ଆମେ ସେମିଫାଇନାଲ ଟିକେଟ ହାତେଇ ପାରିବୁ ।"

ତେବେ ଆମେ କହି ରଖୁଛୁ, ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବା ଏକ ପ୍ରକାର ଅସମ୍ଭବ। ପଏଣ୍ଟ ଟେବୁଲ ରନ ରେଟ ଗଣିତ କହୁଛି, ଯଦି ଶୁକ୍ରବାର ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ବାଂଲାଦେଶ ଆଗରେ 350ରନ ବିଜୟ ଲକ୍ଷ୍ୟ ରଖୁଛି ଓ ବାଂଲାଦେଶକୁ 39ରନ ପୂର୍ବରୁ ଅଲଆଉଟ କରୁଛି, ତେବେ ଯାଇ ପାକିସ୍ତାନକୁ ସେମିଫାଇନାଲ ଟିକେଟ ମିଳିପାରିବ । ଆଉ ଟସ୍‌ ହାରିଲେ ପାକିସ୍ତାନର ସେମିରାସ୍ତା ବନ୍ଦ ହୋଇଯିବା । ତେଣୁ ଏପରି କ୍ଷେତ୍ରରେ 4ର୍ଥ ଦଳ ଭାବେ ନ୍ୟୁଜିଲାଣ୍ଡ ହିଁ ସେମିଫାଇନାଲ ଖେଳିବ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.