ETV Bharat / sports

ନିଷ୍ଠାର ସହ ଧୈର୍ଯ୍ୟ ବିଜୟର କାରଣ, ଟସ୍‌ ନୁହେଁ: କୋହଲି - ଚେନ୍ନାଇ ଟେଷ୍ଟ

ଭାରତୀୟ କ୍ୟାପଟେନ ବିରାଟ କୋହଲି ବିଜୟର ଶ୍ରେୟ ସମସ୍ତ ସାଥୀ ଖେଳାଳିଙ୍କୁ ଦେଇଛନ୍ତି । ଅଧିକ ପଢନ୍ତୁ...

We showed grit, determination; toss didn't matter: Kohli
ନିଷ୍ଠାର ସହ ଧୈର୍ଯ୍ୟ ବିଜୟର କାରଣ, ଟସ୍‌ ନୁହେଁ: କୋହଲି
author img

By

Published : Feb 16, 2021, 10:20 PM IST

ଚେନ୍ନାଇ: ଭାରତୀୟ କ୍ୟାପଟେନ ବିରାଟ କୋହଲି ବିଜୟର ଶ୍ରେୟ ସମସ୍ତ ସାଥୀ ଖେଳାଳିଙ୍କୁ ଦେଇଛନ୍ତି । ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ପ୍ରଭାବୀ ପ୍ରଦର୍ଶନ ଯୋଗୁଁ ବିଜୟ ସମ୍ଭବ ହେଲା କହିଛନ୍ତି କୋହଲି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ମଙ୍ଗଳବାର 317 ରନରେ ଜିତିବା ସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-1ରେ ବରାବର କରିଛି ଭାରତ ।

ମ୍ୟାଚ ପରବର୍ତ୍ତୀ ପ୍ରତିକ୍ରିୟାରେ ଚେପକ୍‌ ଷ୍ଟାଡିୟମରେ ଦର୍ଶକଙ୍କୁ ମଧ୍ୟ ଭାରତର ବିଜୟରେ ବଡ ଭୁମିକା ଥିବା କହିଛନ୍ତି କୋହଲି । "ପ୍ରଥମ ଟେଷ୍ଟରେ ପରାଜୟ ମିଳିବା ପରେ, ଖେଳାଳିଙ୍କ ମନୋବଳ ଉଚ୍ଚ ପାଇଁ ଦର୍ଶକ ବଡ ଭୁମିକା ନିଭାଇଥିଲେ । ଉଭୟ ଟିମ ପାଇଁ ପରିବେଶ ଆହ୍ବାନପୂର୍ଣ୍ଣ ଥିଲା ।

ଟସ୍ର‌ ବିଶେଷ ଭୁମିକା ନଥିଲା । ମାତ୍ର ଭାରତୀୟ ଟିମ ଅଧିକ ନିଷ୍ଠା ଓ ଧୈର୍ଯ୍ୟର ସହ ଖେଳିବା ଦ୍ବାରା ବିଜୟ ମିଳିଥିବା ଭାରତୀୟ କ୍ୟାପଟେନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.