ETV Bharat / sports

ଆମେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ: ଧୋନି - ରାଜସ୍ଥାନ ରୟାଲ୍ସର ବିଜୟ

3 ଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସିଜନରେ ଫର୍ମରେ ନଥିବାରୁ ଅଧିନାୟକ ଏମଏସ ଧୋନି ନିରାଶ ହୋଇଛନ୍ତି । ମ୍ୟାଚ ପରେ ସେ କହିଛନ୍ତି, ଟିମ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

ଆମେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ: ଧୋନି

author img

By

Published : Oct 20, 2020, 10:52 AM IST

ଆବୁଧାବି: ଆଇପିଏଲ-13ରେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଚମକି ପାରି ନାହିଁ । ସୋମବାର ରାଜସ୍ଥାନ ରୟାଲ୍ସ ଚେନ୍ନାଇକୁ 7 ଓ୍ବିକେଟରେ ମାତ୍‌ ଦେଇଛି । 3 ଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସିଜନରେ ଫର୍ମରେ ନଥିବାରୁ ଅଧିନାୟକ ଏମଏସ ଧୋନି ନିରାଶ ହୋଇଛନ୍ତି । ମ୍ୟାଚ ପରେ ସେ କହିଛନ୍ତି, ଟିମ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁଛି ।

ମାହି କହିଛନ୍ତି ଯେ, ଆମକୁ ଦେଖିବାକୁ ହେବ ଆମର ରଣନୀତିରେ କ'ଣ ତ୍ରୁଟି ରହିଛି । ଫଳାଫଳ ରଣନୀତିର ଏକ ଅଂଶ । କିନ୍ତୁ ଏହା ସତ କଥା ଯଦି ରଣନୀତିରେ ଧ୍ୟାନ ଦିଆଯାଏ ପରିଣାମର ଚାପ ଡ୍ରେସିଂ ରୁମକୁ ଆସିବ ନାହିଁ । ଆମେ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ ।

we-focused-on-the-process-then-the-undue-pressure-of-result-says-ms-dhoni
ଚେନ୍ନାଇ ସୁପରକିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ

ଏହି ଲିଗ୍‌ରେ 10ଟି ମ୍ୟାଚ ଖେଳି ଟିମ ମାତ୍ର 3ଟିରେ ବିଜୟ ହାସଲ କରିଥିବାବେଳେ 7ଟି ମ୍ୟାଚରେ ପରାସ୍ତ ହୋଇଛି । ମାତ୍ର 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.