ETV Bharat / sports

ଆଇପିଏଲ 2021: ନୂଆ ଜର୍ସିରେ ନଜର ଆସିବ ଡିଫେଣ୍ଡିଂ ଚମ୍ପିଆନ - ପାଞ୍ଚଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ

ଏପ୍ରିଲ 9ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ ଖେଳି 2021 ଆଇପିଏଲ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ...

Watch: Mumbai Indians unveils new jersey for IPL 2021
ଆଇପିଏଲ 2021: ନୂଆ ଜର୍ସିରେ ନଜର ଆସିବ ଡିଫେଣ୍ଡିଂ ଚମ୍ପିଆନ
author img

By

Published : Mar 27, 2021, 5:38 PM IST

ମୁମ୍ବାଇ: ଆଇପିଏଲ 2021ରେ ନୂଆ ଜର୍ସିରେ ନଜର ଆସିବେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଶନିବାର ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଛି । ପ୍ରସିଦ୍ଧ ଫ୍ୟାସନ ଡିଜାଇନର ଯୋଡି ଶାନ୍ତନୁ ଓ ନୀଖିଲ ଏହାର ଡିଜାଇନର ରହିଛନ୍ତି । ନୂଆ ଜର୍ସିରେ ବ୍ରହ୍ମାଣ୍ଡର 5 ମୂଳତତ୍ତ୍ବ- 'ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ'ର ସଂରଚନାକୁ ଦର୍ଶାଉଛି । ପ୍ରତ୍ୟେକ ପାଞ୍ଚଥରର ଚମ୍ପିଆନର ପ୍ରମୁଖତାକୁ ଦର୍ଶାଉଛନ୍ତି ।

ଏହି ଉପାଦାନ ମଣିଷର ଶରୀରରେ ନୂତନ ଉର୍ଜା ଜାଗରଣ କରେ ଓ ବିଶ୍ବରେ ପ୍ରତ୍ୟେକ ଶକ୍ତିକୁ ସ୍ବତନ୍ତ୍ରତା ଓ ସଂପୂର୍ଣ୍ଣତା ପ୍ରଦାନ କରେ ।

ପ୍ରତ୍ୟେକ ଥର ଟୁର୍ଣ୍ଣାମେଣ୍ଟରେ କିପରି ମୁମ୍ବାଇ ଇଣ୍ଡିଆନ୍ସ କିପରି ସ୍ଥିରତା, ସାମଞ୍ଜସ୍ୟ, ବିଶ୍ବାସ, କରୁଣା ଓ ଅନ୍ବେଷଣକୁ ଦେଖାଇଛି ତାହାର ନିଦର୍ଶନ ଜର୍ସିରେ ପ୍ରତୀକ ଭାବେ ସ୍ଥାନ ଦିଆଯାଇଛି ।

ଏପ୍ରିଲ 9ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ ଖେଳି 2021 ଆଇପିଏଲ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.