ETV Bharat / sports

ଋଷଭ ପନ୍ତଙ୍କ ୱିକେଟ କିପିଂ ଉପରେ ଶାସ୍ତ୍ରୀଙ୍କ ରାୟ, ଦେଖନ୍ତୁ... - ରବି ଶାସ୍ତ୍ରୀଙ୍କ ରାୟ

ଗତ ଦୁଇ ମାସ ମଧ୍ୟରେ ପନ୍ତ ଯାହା ହାସଲ କରିଛନ୍ତି, ସଂପୂର୍ଣ୍ଣ ଜୀବନକାଳ ମଧ୍ୟରେ ମଧ୍ୟ କୌଣସି ବ୍ୟକ୍ତି ହାସଲ କରିପାରିବେ ନାହିଁ କହିଛନ୍ତି ଶାସ୍ତ୍ରୀ । ଅଧିକ ପଢନ୍ତୁ...

Watch: Head coach Ravi Shastri gives his verdict on Rishabh Pant's glovework
ଋଷଭ ପନ୍ତଙ୍କ ୱିକେଟ କିପିଂ ଉପରେ ଶାସ୍ତ୍ରୀଙ୍କ ରାୟ, ଦେଖନ୍ତୁ...
author img

By

Published : Mar 7, 2021, 8:48 PM IST

ଅହମ୍ମଦାବାଦ: ୱିକେଟ କିପର ଶୈଳୀକୁ ନେଇ ଗତ କିଛି ବର୍ଷ ମଧ୍ୟରେ ଅନେକ ଚର୍ଚ୍ଚା ଓ ସମାଲୋଚନାର ଶିକାର ହୋଇଛନ୍ତି ଋଷଭ ପନ୍ତ । ସଦ୍ୟ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପନ୍ତଙ୍କ ୱିକେଟ କିପିଂକୁ ସଂପୂର୍ଣ୍ଣ ପ୍ରଶଂସା କରିଛନ୍ତି କୋଚ ରବି ଶାସ୍ତ୍ରୀ ।

ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ

ଗତ ଦୁଇ ମାସ ମଧ୍ୟରେ ପନ୍ତ ଯାହା ହାସଲ କରିଛନ୍ତି, ସଂପୂର୍ଣ୍ଣ ଜୀବନକାଳ ମଧ୍ୟରେ ମଧ୍ୟ କୌଣସି ବ୍ୟକ୍ତି ହାସଲ କରିପାରିବେ ନାହିଁ କହିଛନ୍ତି ଶାସ୍ତ୍ରୀ ।

ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଶାସ୍ତ୍ରୀ, ପନ୍ତଙ୍କୁ ମ୍ୟାଚ ବିଜେତା ବୋଲି କହିଥିଲେ । ପନ୍ତଙ୍କ ଲଢୁଆ ଶତକ ବଳରେ ଭାରତ ପ୍ରଥମ ଇଂନିସରେ 160 ରନର ଅଗ୍ରଣୀ ହାସଲ କରିବାକୁ ସମର୍ଥ ହୋଇଥିଲା । ଫଳରେ ଏକ ଇଂନିସ ଓ 25 ରନରେ 4ର୍ଥ ଟେଷ୍ଟକୁ ଜିତିବା ସହ 3-1ରେ ସିରିଜ କବ୍ଜା କରିଥିଲା ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.