ETV Bharat / sports

ରଣଜୀ ଟ୍ରଫିରେ ୱାସିମ ଜାଫରଙ୍କ 12ହଜାର ରନ ପୂରଣ - ରଣଜୀ ଟ୍ରଫିରେ ୱାସିମ ଜାଫର

ପୂର୍ବତନ ଭାରତୀୟ ଟେଷ୍ଟ ଓପନର ତଥା ଭେଟେରାନ ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କ ନୂଆ କିର୍ତ୍ତୀମାନ। ଘରୋଇ କ୍ରିକେଟ ଇତିହାସରେ ପ୍ରଥମ କ୍ରିକେଟର ଭାବେ ରଣଜୀ ଟ୍ରଫି 12,000 ରନ ପୂରଣ କରିଛନ୍ତି ।

12,000 runs in Ranji Trophy
ୱାସିମ ଜାଫରଙ୍କ 12ହଜାର ରନ ପୂରଣ
author img

By

Published : Feb 4, 2020, 9:13 PM IST

ନାଗପୁର: ପୂର୍ବତନ ଭାରତୀୟ ଟେଷ୍ଟ ଓପନର ତଥା ଭେଟେରାନ ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କ ନୂଆ କିର୍ତ୍ତୀମାନ। ଘରୋଇ କ୍ରିକେଟ ଇତିହାସରେ ପ୍ରଥମ କ୍ରିକେଟର ଭାବେ ରଣଜୀ ଟ୍ରଫି 12,000 ରନ ପୂରଣ କରିଛନ୍ତି ।

ବିଦର୍ଭ ରଣଜୀ ଟିମରେ ଖେଳି ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ୱାସିମ ଜାଫର । ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଇଲିଟ ଗ୍ରୁପ ଏ ଓ ଗ୍ରୁପ ବି ମ୍ୟାଚରେ 12,000 ରଣଜୀ ରନକୁ ପାର କରିଛନ୍ତି ଏହି 41 ବର୍ଷୀୟ ଭେଟେରାନ ବ୍ୟାଟ୍ସମ୍ୟାନ । ମୁମ୍ବାଇ ପକ୍ଷରୁ ମଧ୍ୟ ରଣଜୀ ଖେଳିଛନ୍ତି ଜାଫର ।

12,000 runs in Ranji Trophy
ୱାସିମ ଜାଫରଙ୍କ କ୍ୟାରିୟର

2019-20 ରଣଜୀ ସିଜନ ଆରମ୍ଭରୁ ଜାଫର 11,775 ରନ ସଂଗ୍ରହ କରିଥିଲେ । ଚଳିତ ରଣଜୀ ସିଜିନରେ 150ତମ ରଣଜୀ ମ୍ୟାଚ ଖେଳି ଇତିହାସ ରଚିଥିଲେ ୱାସିମ ଜାଫର ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.