ETV Bharat / sports

କୋହଲିଙ୍କ ଫିଟନେସର ଫ୍ୟାନ ହେଲେ ବାଂଲାଦେଶ ଓପନର ତାମିମ ଇକବାଲ

author img

By

Published : Jun 2, 2020, 5:34 PM IST

କୋହଲିଙ୍କ କଷ୍ଟକର ଟ୍ରେନିଂକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଫିଟନେସର ଫ୍ୟାନ ହୋଇଛନ୍ତି ବାଂଲାଦେଶ ଓପନର ତାମିମ ଇକବାଲ ।

Was ashamed of myself after seeing training regime of Kohli, says Tamim Iqbal
କୋହଲିଙ୍କ ଫିଟନେସର ଫ୍ୟାନ ହେଲେ ବାଂଲାଦେଶ ଓପନର ତମିମ ଇକବାଲ

ବେଙ୍ଗାଲୁରୁ: ବିରାଟ କୋହଲିଙ୍କୁ ନେଇ ବାଂଲାଦେଶ ଓପନର ତମିମ ଇକବାଲଙ୍କ ବଡ ବୟାନ । କୋହଲିଙ୍କ ଫିଟନେସର ଫ୍ୟାନ ହୋଇଛନ୍ତି ତାମିମ ।

କୋହଲିଙ୍କ କଷ୍ଟକର ଟ୍ରେନିଂକୁ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ନିଜପ୍ରତି ଲଜ୍ଜା ଅନୁଭବ କରୁଛନ୍ତି ବୋଲି କହିଛନ୍ତି ତାମିମ ।

ତାମିମ କହିଛନ୍ତି "ଦୁଇ-ତିନି ସପ୍ତାହ ପୂର୍ବରୁ ନିଜର ଫିଟନେସକୁ ନେଇ ଚିନ୍ତା କରିଥିଲେ । ପାଖାପାଖି ସମାନ ବୟସର ହୋଇଥିଲେ ମଧ୍ୟ ବିରାଟଙ୍କ ପରି ଫିଟନେସ ତାଙ୍କର କାହିଁକି ନାହିଁ ?"

ଭାଷ୍ୟକାର ସଞ୍ଜୟ ମଞ୍ଜ୍ରେକରଙ୍କ ସହ ଭିଡିଓ ଚାଟ୍ ରେ ଏପରି କହିଛନ୍ତି ତାମିମ ଇକବାଲ । ପଡୋଶୀ ଦେଶ ହୋଇଥିବାରୁ ଯାହା ଭାରତରେ ହୁଏ, ତାର ପ୍ରଭାବ ବାଂଲାଦେଶ ଉପରେ ପଡିଥାଏ । ଭାରତୀୟ ଟିମ ଫିଟନେସର ସ୍ତରକୁ ବହୁତ ଉଚ୍ଚକୁ ନେଇଛି । ଏକ ନୂଆ ସ୍ତର ସ୍ଥିର କରିଛନ୍ତି । ଆଗାମୀ ଦିନରେ ଫିଟନେସ ପ୍ରତି ବାଂଲାଦେଶ ଖେଳାଳି ମଧ୍ୟ ଧ୍ୟାନ ଦେବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.