ETV Bharat / sports

ଆଇପିଏଲରେ 5000ରନ୍‌ ପୂରା କଲେ ଓ୍ବାର୍ଣ୍ଣର

author img

By

Published : Oct 19, 2020, 1:40 PM IST

ଲିଗ୍‌ର 35ତମ ମ୍ୟାଚରେ ଓ୍ବାର୍ଣ୍ଣର ଆଇପିଏଲରେ 5000ରନ ପୂରଣ କରିଛନ୍ତି । ତେବେ ଏହି 5000କ୍ଲବରେ ସାମିଲ ହୋଇଥିବା ସେ ପ୍ରଥମ ବିଦେଶୀ ଖେଳାଳି ଓ ଆଇପିଏଲ ଇତିହାସରେ 4ର୍ଥ ଖେଳାଳି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ।

ଆଇପିଏଲରେ 5000ରନ୍‌ ପୂରା କଲେ ଓ୍ବାର୍ଣ୍ଣର
ଆଇପିଏଲରେ 5000ରନ୍‌ ପୂରା କଲେ ଓ୍ବାର୍ଣ୍ଣର

ଆବୁଧାବି: ଶେଖ ଜାୟଦ ଷ୍ଟାଡିୟମରେ ସନରାଇଜର୍ସ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣରଙ୍କ ରେକର୍ଡ । ଲିଗ୍‌ର 35ତମ ମ୍ୟାଚରେ କେକେଆର ବିପକ୍ଷ ମ୍ୟାଚରେ ଓ୍ବାର୍ଣ୍ଣର ଆଇପିଏଲରେ 5000ରନ ପୂରଣ କରିଛନ୍ତି । ତେବେ ଏହି 5000କ୍ଲବରେ ସାମିଲ ହୋଇଥିବା ସେ ପ୍ରଥମ ବିଦେଶୀ ଖେଳାଳି ଓ ଆଇପିଏଲ ଇତିହାସରେ 4ର୍ଥ ଖେଳାଳି ଭାବେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ଆଇପିଏଲରେ 5000ରନ୍‌ ପୂରା କଲେ ଓ୍ବାର୍ଣ୍ଣର
ଫଟୋ ସୌଜନ୍ୟ: ଫଟୋ ସୌଜନ୍ୟ@SunRisers

ତେବେ ଏହି କ୍ଲବରେ କୋହଲି ସର୍ବାଧିକ 5759ରନ୍‌ ସଂଗ୍ରହ କରିଥିବାବେଳେ, ତାଙ୍କ ପଛକୁ ରାଇନା 5368ରନ ଓ ରୋହିତ ଶର୍ମା 5149ରନ୍‌ ସଂଗ୍ରହ କରିଛନ୍ତି ।

ସୂଚାଥାଉକି, ଲିଗ୍‌ର 35ତମ ମ୍ୟାଚରେ କେକେଆର ବିପକ୍ଷ ମ୍ୟାଚରେ ଓ୍ବାର୍ଣ୍ଣର 47*ରନ୍‌ର ଇଂନିସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.