ETV Bharat / sports

ବ୍ରିସବେନ ବାଛିବ ବିଜେତା: ଆହତ ଭାରତ ବନାମ ଅପରାଜେୟ ଅଷ୍ଟ୍ରେଲିଆ

ଶୁକ୍ରବାର ବ୍ରିସବେନରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ନିର୍ଣ୍ଣାୟକ ମ୍ୟାଚ । ଅଧିକ ପଢନ୍ତୁ...

author img

By

Published : Jan 14, 2021, 11:00 PM IST

Walking Wounded: Injury-hit India 'A' face Australia in 'Test' of new decade
ବ୍ରିସବେନ ବାଛିବ ବିଜେତା: ଆହତ ଭାରତ ବନାମ ଅପରାଜେୟ ଅଷ୍ଟ୍ରେଲିଆ

ବ୍ରିସବେନ: ଶୁକ୍ରବାର ବ୍ରିସବେନରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ନିର୍ଣ୍ଣାୟକ ମ୍ୟାଚ । ଆହତ ଭାରତ ବ୍ରିସବେନରେ ଅପରାଜେୟ ଅତୁଟ ରେକର୍ଡ ଥିବା ଅଷ୍ଟ୍ରେଲିଆକୁ ଭେଟିବ ।

ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଦଳ । ସେଥିପାଇଁ ଆହତ ସମସ୍ୟାରେ ଜୁଝୁଥିବା ଭ୍ରମଣକାରୀ ଦଳ ପାଇଁ ଏଠାରେ ଅସଲ ପରୀକ୍ଷା ଅପେକ୍ଷା କରିଛି । ତେବେ ନିର୍ଣ୍ଣାୟକ ଲଢେଇ ହୋଇଥିବାରୁ ଓ ସିରିଜ 1-1ରେ ବରାବର ଥିବାରୁ କୌଣସି ଟିମର ପଲ୍ଲା ଭାରୀ ଥିବା କହିବା କଷ୍ଟକର । କାରଣ ଅଷ୍ଟ୍ରେଲିଆରେ ମାଟିରେ ଭାରତୀୟ ଦଳ ତାର ପ୍ରମୁଖ ଓ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ମେଲବର୍ଣ୍ଣ ଓ ସିଡନୀରେ କଡା ଟକ୍କର ଦେଇଛି । ଫଳରେ ବ୍ରିସବେନରେ ମଧ୍ୟ ସେହିପରି ଲଢୁଆ ପ୍ରଦର୍ଶନ ଆଶା ରଖିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ସ ।

ଅଷ୍ଟ୍ରେଲିଆ ଏକାଦଶ: ଟିମ ପେନ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ମାର୍କସ ହାରିସ, ମାର୍ନସ ଲବୁସାନ, ଷ୍ଟିଭ ସ୍ମିଥ, ମାଥ୍ୟୁ ୱେଡ, କେମରେନ ଗ୍ରୀନ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲାୟନ ଓ ଜସ ହେଜେଲଉଡ ।

ଭାରତୀୟ ସ୍କ୍ବାଡ: ଅଜିଙ୍କ୍ୟ ରାହାଣେ(କ୍ୟାପଟେନ), ରୋହିତ ଶର୍ମା(ଭାଇସ କ୍ୟାପଟେନ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ରିଦ୍ଧିମାନ ଶାହା(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ନବଦୀପ ସାଇନି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରା, ଟି. ନଟରାଜନ ଓ ୱାସିଂଟନ ସୁନ୍ଦର ।

ମ୍ୟାଚ ଆରମ୍ଭ: ସକାଳ 5.00

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.