ETV Bharat / sports

ପୁଣି ଫେରିଲା ଭିଭୋ, ଆଇପିଏଲ 2021ର ମୁଖ୍ୟ ପ୍ରାୟୋଜକ - ଆଇପିଏଲ 2021

2021 ଆଇପିଏଲ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହେବ ଭିଭୋ । ଅଧିକ ପଢନ୍ତୁ...

VIVO to be title sponsor for IPL 2021
ପୁଣି ଫେରିଲା ଭିଭୋ, ଆଇପିଏଲ 2021ର ମୁଖ୍ୟ ପ୍ରାୟୋଜକ
author img

By

Published : Feb 18, 2021, 4:38 PM IST

ଚେନ୍ନାଇ: ଆଇପିଏଲର ମୁଖ୍ୟ ପ୍ରାୟୋଜକ ସ୍ଥାନକୁ ଫେରିଲା ଭିଭୋ । ଏନେଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ(ଆଇିପଏଲ)ର ଚେୟାରମ୍ୟାନ ବ୍ରିଜଶ ପଟେଲ ଘୋଷଣା କରିଛନ୍ତି ।

2021 ଆଇପିଏଲ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହେବ ଭିଭୋ ।

ଆଇପିଏଲ ନିଲାମ ପ୍ରକ୍ରିୟାର ସ୍ବାଗତ ଭାଷଣ ବେଳେ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏହା ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟ ପ୍ରାୟୋଜକ ଭାବେ ଫେରୁଥିବା ଭିଭୋକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହ ଆଇପିଏଲ ମ୍ୟାଚବେଳେ ଷ୍ଟାଡିୟମରେ ଦର୍ଶକ ଫେରିବେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.