ETV Bharat / sports

ଧୋନି- ରୋହିତ ଫ୍ୟାନ୍ସଙ୍କ ଝଗଡା, ସେହଓ୍ବାଗ କହିଲେ ଏମାନଙ୍କ ଚାଲିଛି ଅଲଗା ଆଇପିଏଲ - ରୋହିତ ଫ୍ୟାନ୍ସ

ଚଳିତବର୍ଷ ଆଇପିଏଲ ଆରମ୍ଭ ପୂର୍ବରୁ ହିଁ ଧୋନି-ରୋହିତଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ମାରପିଟର ଖବର ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏନେଇ ଖୋଦ୍ ଟ୍ବିଟ କରିଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ । ସେ ଏହି ଘଟଣାର ନିନ୍ଦା କରି କହିଛନ୍ତି ଅଲଗା ସ୍ତରର ପାଗଳ ଫ୍ୟାନ୍ସ ରହିଛନ୍ତି ।

ଧୋନି- ରୋହିତ ଫ୍ୟାନ୍ସଙ୍କ ମଧ୍ୟରେ ଝଗଡା, ସେହଓ୍ବାଗ କହିଲେ ଏମାନଙ୍କ ଚାଲିଛି ଅଲଗା ଆଇପିଏଲ

author img

By

Published : Aug 23, 2020, 4:27 PM IST

Updated : Aug 23, 2020, 6:03 PM IST

ନୂଆଦିଲ୍ଲୀ: ଆଇପିଏଲରେ ଧୋନିବାହିନୀ-ରୋହିତବାହିନୀ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥାଏ । ଆଉ ଏହି 2ଟିମର ଫ୍ୟାନ୍ସ ସୋସିଆଲମିଡିଆରେ ଲଢୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତବର୍ଷ ଆଇପିଏଲ ଆରମ୍ଭ ପୂର୍ବରୁ ହିଁ ଧୋନି-ରୋହିତଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ମାରପିଟର ଖବର ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏନେଇ ଖୋଦ୍ ଟ୍ବିଟ କରିଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ।

ସେ ଏହି ଘଟଣାର ନିନ୍ଦା କରି କହିଛନ୍ତି ଅଲଗା ସ୍ତରର ପାଗଳ ଫ୍ୟାନ୍ସ ରହିଛନ୍ତି ।

ସୂଚନାଥାଉକି, ମାହିଙ୍କ ଫ୍ୟାନ୍ସ ରୋହିତଙ୍କ ଫ୍ୟାନ୍ସଙ୍କ ଦ୍ବାରା ଲଗା ଯାଇଥିବା ପୋଷ୍ଟରକୁ ନଷ୍ଟ କରି ଦେଇଥିଲେ । ଏହାପରେ ଆଖୁକିଆରିରେ ଉଭୟ ଫ୍ୟାନ୍ସ ମାରପିଟ ହୋଇଥିଲେ । ଏହି ଘଟଣା ଘଟିଛି ମହାରାଷ୍ଟରର କୋହ୍ଲାପୁର ଜିଲ୍ଲାରେ ।

ତେବେ ଭାରତର ପୂର୍ବତନ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଟ୍ବିଟର ଓ ଇନଷ୍ଟାଗ୍ରାମରେ ଏଗି ଘଟଣାକୁ ନେଇ ପୋଷ୍ଟ କରି କହିଛନ୍ତି ଏମାନଙ୍କ ଅଲଗା ସ୍ତରର ଆଇପିଏନ ଚାଲିଛି । କଣ କରନ୍ତି ପାଗଳମାନେ । ଖେଳାଳିମାନେ ନିଜ କାମରେ ବ୍ୟସ୍ତ ଥାନ୍ତି ବେଶୀ କଥା ମଧ୍ୟ ହୁଅନ୍ତି ନାହିଁ । କିନ୍ତୁ କିଛି ଫ୍ୟାନ୍ସ ଅଲଗା ପ୍ରକାରର ପାଗାଳାମି କରିଥାନ୍ତି । ଝଗଡା ଗକର ନାହିଁ, ଟିମ ଇଣ୍ଡିଆ ଗୋଟିଏ ।

Last Updated : Aug 23, 2020, 6:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.