ETV Bharat / sports

'ବିଶ୍ବ ଦେଖିବ ସ୍ପିରିଟ ଅଫ ଇଣ୍ଡିଆ'

author img

By

Published : Apr 5, 2020, 3:59 PM IST

କୋହଲି କହିଛନ୍ତି "ଷ୍ଟାଡିୟମର ଶକ୍ତି ଦର୍ଶକ ଓ ଭାରତର ଶକ୍ତି ଭାରତୀୟ ଲୋକେ । ଆସନ୍ତୁ ବିଶ୍ବକୁ ଗୋଟିଏ ସୁତ୍ରରେ ସଭିଏଁ ଦୀପ ଜାଳି ଭାରତର ସ୍ପିରିଟକୁ ଦର୍ଶାଇବା "।

virat Kohli urges people
'ବିଶ୍ବ ଦେଖାଇବା ସ୍ପିରିଟ ଅଫ ଇଣ୍ଡିଆ'

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ଅପିଲ । ପ୍ରଧାନମନ୍ତ୍ରୀ ମୋଦି ରବିବାର ରାତି 9ଟାରେ 9ମିନିଟ ପାଇଁ ଦୀପ କିମ୍ବା ଟର୍ଚ୍ଚ ଜଳାଇ ସ୍ପିରିଟ ଅଫ ଇଣ୍ଡିଆ ଦେଖାଇବାକୁ ଆହ୍ବାନ କରିଛନ୍ତି । ଏହାକୁ ସଫଳ କରିବାକୁ କୋହଲି ଲୋକଙ୍କୁ ଅପିଲ କରିଛନ୍ତି ।

ମହମାରୀ କୋରୋନା ଭାଇରସରେ ଏଯାବତ ଭାରତରେ 3,374 ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 77ଜଣଙ୍କର ଜୀବନ ମଧ୍ୟ ଯାଇସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.