ETV Bharat / sports

ବିରାଟ@31: ଜନ୍ମଦିନରେ କୋହଲିଙ୍କ ବିଷୟରେ 10ଟି କଥା - ହାପି ବର୍ଥ ଡେ ବିରାଟ କୋହଲି

ଜନ୍ମଦିନରେ ବିରାଟଙ୍କ ବିଷୟରେ କିମ୍ବଦନ୍ତୀ କ୍ରିକେଟର କହିଥିବା କଥାକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ।

ଜନ୍ମଦିନରେ କୋହଲିଙ୍କ ବିଷୟରେ 10ଟି କଥା
author img

By

Published : Nov 5, 2019, 10:23 PM IST

Updated : Nov 5, 2019, 11:58 PM IST

ହାଇଦ୍ରାବାଦ: 31 ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ବିଶ୍ବ କ୍ରିକେଟର ଅନ୍ୟତମ ସଫଳ କ୍ରିକେଟର ମଧ୍ୟରେ ଗଣାଯାଆନ୍ତି କୋହଲି । ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର । ଦକ୍ଷ ଫିଲ୍ଡର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ଆକ୍ରମଣାତ୍ମକ କ୍ୟାପଟେନ । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତୀମାନକୁ ଅତିକ୍ରମ କରି ନିଜ ନାମରେ ଲେଖିଛନ୍ତି ବିରାଟ । ତେବେ ଆପଣ ଜାଣନ୍ତି, ଏହି କିମ୍ବଦନ୍ତୀ କ୍ରିକେଟର ମାନେ ବିରାଟଙ୍କ ବିଷୟରେ କଣ କହୁନ୍ତି......

ଜନ୍ମଦିନ ଅବସରରେ ବିରାଟ ବିଷୟରେ କିମ୍ବଦନ୍ତୀ କ୍ରିକେଟର କହିଥିବା କଥାକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ।

  • ସଚିନ ଏକ ଭାବନା ଥିଲା, କିନ୍ତୁ କୋହିଲ ଏହାର ବାସ୍ତବତା: ସଚିନ ତେନ୍ଦୁଲକର
  • କୋହିଲଙ୍କ ପ୍ରଦର୍ଶନ ଦିନକୁ ଦିନ ଚମତ୍କାର ହେଉଛି । ଆମେ ଯାହା ଭାବୁଥିଲୁ କୋହିଲ ତାହା ବାସ୍ତବରେ କରି ଦେଖାଉଛନ୍ତି: ରାହୁଲ ଡ୍ରାଭିଡ
  • ଯଦି ତମ କୋହିଲଙ୍କୁ ଆଉଟ କରି ପାରୁନାହଁ, କିଛି ଲାଭ ନାହିଁ ସ୍କୋର ବୋର୍ଡରେ ତୁମେ କେତେ ରନ ଯୋଡିଛ: କେନ ଉଇଲିୟମସନ
  • ଭଲ ଖେଳାଳି ହେବା ପାଇଁ ତୁମକୁ ପ୍ରତିଭା ଆବଶ୍ୟକ, କିନ୍ତୁ ମହାନ ଖେଳାଳି ହେବା ପାଇଁ ତୁମକୁ କୋହଲିଙ୍କ ପରି ଆକ୍ରମଣାତ୍ମକ ହେବା ଆବଶ୍ୟକ: ସୁନୀଲ ଗାଭାସ୍କର
  • ମୋତେ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଭଲ ଲାଗେ, କାରଣ ତାଙ୍କ ବ୍ୟାଟିଂ ମୋତେ ମୋ ଖେଳ କଥା ମନେପରକାଇ ଦିଏ: ସାର ଭିଭିଆନ ରିଚାର୍ଡ୍ସ
  • ତୁମେ ତାଙ୍କ ସ୍ଲିପ ଅଞ୍ଚଳରେ ରନ କରିପାର, ବିନା ବ୍ୟାଟରେ କୋହଲି ରନ କରିପାରିବେ: ହର୍ସ ଭୋଗଲେ
  • ତୁମକୁ ଇନଫର୍ମ ଖେଳାଳି ମ୍ୟାଚ ଜିତାଇ ପାରିବେ, କିନ୍ତୁ କୋହଲି ପ୍ରତିଥର ତୁମକୁ ମ୍ୟାଚ ଜିତାଇ ପାରିବେ: ଯୁବରାଜ ସିଂ
    ହାପି ବର୍ଥ ଡେ କ୍ୟାପ୍ଟେନ କୋହଲି

Intro:Body:

xx

Conclusion:
Last Updated : Nov 5, 2019, 11:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.