ETV Bharat / sports

'ସ୍ମିଥଙ୍କ ଠୁ କୋହଲି ବହୁଗୁଣରେ ଶ୍ରେଷ୍ଠ'

author img

By

Published : Jan 13, 2020, 3:58 PM IST

ହ୍ବାଇଟ ବଲ କ୍ରିକେଟରେ ଅଷ୍ଟ୍ରେଲିଆ ଭେଟେରାନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ଠାରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଢେର ଗୁଣରେ ଶ୍ରେଷ୍ଠ ବୋଲି କହିଛନ୍ତି ଗୌତମ ଗମ୍ଭୀର ।

Goutam Gambhir on Virat Kohli
ସ୍ମିଥଙ୍କ ଠାରୁ କୋହଲି ବହୁଗୁଣରେ ଶ୍ରେଷ୍ଠ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ । ସେଥିପାଇଁ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ଉଷ୍ମ ହେଲାଣି କ୍ରିକେଟ ମାହୋଲ । 2ଟିମ ପଡିଆକୁ ଓହ୍ଲାଇବା ପୂର୍ବରୁ ଉଭୟ ଦେଶର ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ବାକଯୁଦ୍ଧ ।

ଅଷ୍ଟ୍ରେଲିଆ 2-1ରେ ସିରିଜ ବିଜୟୀ ହେବ ଏବଂ ପୂର୍ବଧର ଭଳି ଚଳିତ ଥର ଭାରତକୁ ମାତ ଦେବ କହିଥିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଏଣ୍ଟିଂ । ଏହାର ଜବାବ ନିଆରା ଢଙ୍ଗରେ ରଖିଛନ୍ତି ପୂର୍ବତନ ଟିମ ଇଣ୍ଡିଆ ଓପନର ଗୌତମ ଗମ୍ଭୀର । ଗମ୍ଭୀର କହିଛନ୍ତି ହ୍ବାଇଟ ବଲ କ୍ରିକେଟରେ ସ୍ମିଥଙ୍କ ଠାରୁ କୋହଲି ଢେର ଗୁଣରେ ଶ୍ରେଷ୍ଠ । କୋହଲି ଦିନିକିଆରେ 43 ଟି ଶତକ ସହ 11,000 ସଂଗ୍ରହ କରିଛନ୍ତି । ମାତ୍ର ସ୍ମିଥ 4000 ରନ ରନରେ ରହିଛନ୍ତି । ଟେଷ୍ଟ ବ୍ୟାଟ୍ସମ୍ୟାନ ଲବୁସାନ 3 ନଂ ସ୍ଥାନରେ ବ୍ୟାଟିଂ କଲେ ସ୍ମିଥଙ୍କୁ 4 ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପଡିପାରେ । ସେଥିପାଇଁ ପ୍ରଦର୍ଶନ ଦୃଷ୍ଟିରୁ କୋହଲି ସ୍ମିଥଙ୍କ ଠାରୁ ଢେର ଆଗରେ ରହିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.