ETV Bharat / sports

ବିରାଟ@31: ହାପି ବର୍ଥ ଡେ କ୍ୟାପ୍ଟେନ - HAPPY BIRTHDAY KOHLI

31 ବର୍ଷରେ ପାଦ ଥାପିଛନ୍ତି ବିରାଟ। ଭାରତୀୟ ଯୁବପିଢିଙ୍କ ପ୍ରେରଣା ସାଜିଥବା କୋହଲିଙ୍କ ଆଜି ହେଉଛି ଜନ୍ମଦିନ।

ବିରାଟ@31
author img

By

Published : Nov 5, 2019, 9:08 PM IST

ହାଇଦ୍ରାବାଦ: ମୁକୁଟ ବିହୀନ ସମ୍ରାଟ ସେ । ଆଇସିସି ମାନ୍ୟତାର ଟପ୍ପର ସେ । ଭାରତୀୟ ସ୍କୋର ବୋର୍ଡର ରନ ମେସିନ ସେ । ରେକର୍ଡ କିଙ୍ଗ ସେ । ବିଶ୍ବ କ୍ରିକେଟର ବାଦଶାହା । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କିଙ୍ଗ କୋହଲି... କ୍ୟାପ୍ଟେନ କୋହଲି।

ହାପି ବର୍ଥ ଡେ ବିରାଟ

31 ବର୍ଷରେ ପାଦ ଥାପିଛନ୍ତି ବିରାଟ । ଭାରତୀୟ ଯୁବପିଢିଙ୍କ ପ୍ରେରଣା ସାଜିଥବା କୋହଲିଙ୍କ ଆଜି ହେଉଛି ଜନ୍ମଦିନ । 2008ରୁ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା କୋହଲି କେବେ ଆଉ ପଛକୁ ଚାହିଁନାହାନ୍ତି । ରେକର୍ଡ ପରେ ରେକର୍ଡ ବ୍ରେକ କରି ଚାଲିଛନ୍ତି। ସ୍କୋର ବୋର୍ଡରେ ରନର ପାହାଡ ଠିଆ କରି ଚାଲିଛନ୍ତି । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତିମାନକୁ ନିଜ ନାମରେ ଲେଖିଛନ୍ତି। ତେବେ ଚର୍ଚ୍ଚା ହୁଏ, ଯଦି ଭାରତୀୟ କ୍ରିକେଟରେ କେବେ ସଚିନଙ୍କ ସ୍ଥାନ ଯଦି ପୂରଣ ହୁଏ, ସେଠି ଲେଖାଯିବ କେବଳ ବିରାଟଙ୍କ ନାମ। ଜନ୍ମଦିନରେ ‘ଇଟିଭି ଭାରତ’ ପରିବାର ପକ୍ଷରୁ କ୍ୟାପ୍ଟେନ କୋହଲିଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.