ETV Bharat / sports

ବିଜୟ ମର୍ଚାଣ୍ଟ ଟ୍ରଫି: ବେଙ୍ଗଲ ବିପକ୍ଷ ମ୍ୟାଚ ପାଇଁ ଓଡିଶା ଦଳ ଘୋଷିତ

16 ବର୍ଷରୁ କମ ବିଜୟ ମର୍ଚାଣ୍ଟ ଟ୍ରଫିର ବେଙ୍ଗଲ ବିପକ୍ଷ ମ୍ୟାଚ ପାଇଁ ଘୋଷଣା ହେଲା ଓଡିଶା-୧୬ ଦଳ।

ବେଙ୍ଗଲ ବିପକ୍ଷ ମ୍ୟାଚ ପାଇଁ ଓଡିଶା ଦଳ ଘୋଷିତ
author img

By

Published : Nov 5, 2019, 7:44 PM IST

କଟକ: 16 ବର୍ଷରୁ କମ ବିଜୟ ମର୍ଚାଣ୍ଟ ଟ୍ରଫିର ବେଙ୍ଗଲ ବିପକ୍ଷ ମ୍ୟାଚ ପାଇଁ ଘୋଷଣା ହେଲା ଓଡିଶା-୧୬ ଦଳ। ଏହି ମ୍ୟାଚ ବୁଧବାରଠୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିଅମରେ ଚାଲିବ। ତେବେ ଏହି ମ୍ୟାଚ ପାଇଁ 15 ଜଣିଆ ଓଡିଶା ଦଳ ଘୋଷଣା କରିଛି ଓସିଏ। ଦଳର ଅଧିନାୟକ ଭାର ୱିକେଟକିପର ବ୍ୟାଟ୍ସମ୍ୟାନ ଆଶୀର୍ବାଦ ସ୍ବାଇଁଙ୍କ ଉପରେ ଥିବା ବେଳେ କେଭି ପ୍ରସାଦ କୋଚ ରହିଛନ୍ତି।

ଓଡିଶା ଦଳ: ତନୟ କୁମାର ବିଶ୍ବାଳ, ସାଇଦୀପ ମହାପାତ୍ର, ଆଶୀର୍ବାଦ ସ୍ବାଇଁ ( ଅଧିନାୟକ/ ୱିକେଟକିପର), ସୁଦର୍ଶନ ସ୍ବାଇଁ, ମହମ୍ମଦ ସୋହେଲ ଖାନ, ସୁଭମ ନାୟକ, ଦିଗବିଜୟ ପାତ୍ର, ପ୍ରତୀକ ବଳ, ଅଂଶୁମାନ ବେଜ, ମହମ୍ମଦ ଜିସାନ, ଭବିଷ୍ୟ ବେହେରା , ତାରିଣୀ ପ୍ରସାଦ ନାୟକ, ଓମ ପ୍ରକାଶ ସାହୁ, ଶ୍ରେୟାନ୍ସ ପଣ୍ଡା , ଓମକାର ପ୍ରିୟଦର୍ଶୀ ଦ୍ୱିବେଦୀ।

କୋଚ: କେଭି ପ୍ରସାଦ

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: 16 ବର୍ଷରୁ କମ ବିଜୟ ମର୍ଚ୍ୟାଣ୍ଟ ଟ୍ରଫି ର ବେଙ୍ଗଲ ବିପକ୍ଷ ମ୍ୟାଚ ପାଇଁ ଘୋଷଣା ହେଲା ଓଡିଶା-୧୬ ଦଳ । ଏହି ମ୍ୟାଚ ଆସନ୍ତାକାଲି ଠୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିଅମ ରେ ଚାଲିବ । ତେବେ ଏହି ମ୍ୟାଚ ପାଇଁ ଓଡିଶା ଦଳ ଘୋଷଣା କରିଚି ଓସିଏ ।

1.ତନୟ କୁମାର ବିଶ୍ବାଳ
2.ସାଇଦିପ ମହାପାତ୍ର
3.ଆଶ୍ରିବାଦ ସ୍ୱାଇଁ ( ଅଧିନାୟକ/ କିପର)
4. ସୁଦର୍ଶନ ସ୍ୱାଇଁ
5.ମହମ୍ମଦ ସୋହେଲ ଖାନ
6.ସୁଭମ ନାୟକ
7. ଦିଗବିଜୟ ପାତ୍ର
8. ପ୍ରତୀକ ବଳ
9.ଅଂଶୁମାନ ବେଜ
10. ମହମ୍ମଦ ଜିସାନ
11. ଭବିଷ୍ୟ ବେହେରା
12.ତାରିଣୀ ପ୍ରସାଦ ନାୟକ
13.ଓମ ପ୍ରକାଶ ସାହୁ
14.ଶ୍ରେୟାନ୍ସ ପଣ୍ଡା
15.ଓମକାର ପ୍ରିୟଦର୍ଶୀ ଦିୱେଦି

କୋଚ : କେଭି ପ୍ରସାଦ Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.