ETV Bharat / sports

ବିଶ୍ବକପ: ମ୍ୟାଚ ଦେଖିବାକୁ ଆସିଲେ ମାଲ୍ୟା

ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ପହଞ୍ଚିଛି ପଳାତକ ମାଲ୍ୟା । ଭାରତୀୟ ବ୍ୟାଙ୍କରୁ 9 ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନରେ ରହୁଛି ମାଲ୍ୟା ।

author img

By

Published : Jun 9, 2019, 8:58 PM IST

ଫଟୋ ସୌଜନ୍ୟ- ଏଏନଆଇ

ଲଣ୍ଡନ: ବିଶ୍ବକପ ମହାଲଢେଇରେ ଆଜି ଭାରତ ବନାମ ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚ ଦେଖିବାକୁ ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ପହଞ୍ଚିଛି ପଳାତକ ମାଲ୍ୟା । ଭାରତୀୟ ବ୍ୟାଙ୍କରୁ 9 ହଜାର କୋଟି ଟଙ୍କା ଠକେଇ କରି ମାଲ୍ୟା ଲଣ୍ଡନରେ ଆଶ୍ରୟ ନେଇଛି । ତେବେ ତାର ପ୍ରତ୍ୟାର୍ପଣ ପାଇଁ ଭାରତ ଚେଷ୍ଟା ଚଲାଇଛି ।

ତେବେ ଗଣମାଧ୍ୟମ ସଂସ୍ଥା ଏଏନଆଇକୁ ମାଲ୍ୟା କହିଛନ୍ତି, ମୁଁ ଏଠାକୁ କେବଳ ମ୍ୟାଚ ଦେଖିବା ପାଇଁ ଆସିଛି । ସୂଚନାଯୋଗ୍ୟ, 62 ବର୍ଷୀୟ ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫଇଏମଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ରହିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.