ETV Bharat / sports

ବିଜୟ ହଜାରେ ଟ୍ରଫି: ପ୍ରଦୀପ ସାଙ୍ଗୱାନଙ୍କୁ ଦିଲ୍ଲୀ ନେତୃତ୍ବ - ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ

DDCA ପକ୍ଷରୁ ଘୋଷିତ 22ଜଣିଆ ଦଳରେ ଶିଖର ଧାୱନ, ନୀତିଶ ରାଣା ଓ ଉନ୍ମୁକ୍ତ ଚାନ୍ଦଙ୍କ ପରି ଷ୍ଟାର ଖେଳାଳିଙ୍କ ନାମ ରହିଛି । ଅଧିକ ପଢନ୍ତୁ...

Vijay Hazare Trophy: Pradeep Sangwan to lead Delhi in tournament
ବିଜୟ ହଜାରେ ଟ୍ରଫି: ପ୍ରଦୀପ ସାଙ୍ଗୱାନଙ୍କୁ ଦିଲ୍ଲୀ ନେତୃତ୍ବ
author img

By

Published : Feb 12, 2021, 8:15 PM IST

ନୂଆଦିଲ୍ଲୀ: ଆଗାମୀ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର 22 ଜଣିଆ ଦଳ ଘୋଷଣା କରିଛି ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) । ପ୍ରଦୀପ ସାଙ୍ଗୱାନଙ୍କୁ ମିଳିଛି ଅଧିନାୟକ ଦାୟିତ୍ବ ।

ଘୋଷିତ 22ଜଣିଆ ଦଳରେ ଶିଖର ଧାୱନ, ନୀତିଶ ରାଣା ଓ ଉନ୍ମୁକ୍ତ ଚାନ୍ଦଙ୍କ ପରି ଷ୍ଟାର ଖେଳାଳିଙ୍କ ନାମ ରହିଛି । ଶୁକ୍ରବାର ବୋର୍ଡର ଚୟନକର୍ତ୍ତା କମିଟି ବସିବା ସହ ଦଳ ଚୟନ ହୋଇଛି । ବୈଠକରେ ଆଂଶୁ ଦାନୀ, ମୋହନ ଚତ୍ରୁବେଦୀ, ଚେତନ୍ୟ ନନ୍ଦ, ପ୍ରଦୀପ ସାଙ୍ଗୱାନ, ଓ କୋଚ ରାଜକୁମାର ଶର୍ମା ଉପସ୍ଥିତ ଥିଲେ ।

ଘୋଷିତ ଦିଲ୍ଲୀ ସ୍କ୍ବାଡ: ପ୍ରଦୀପ ସାଙ୍ଗୱାନ(କ୍ୟାପଟେନ) ଶିଖର ଧାୱନ, ମଞ୍ଜୋତ କାଲ୍ରା, ଧ୍ରୁବ ସୋରେ, ଖିତିଜ ଶର୍ମା, ନୀତିଶ ରାଣା, ହିମ୍ମତ ସିଂହ(ଭାଇସ-କ୍ୟାପଟେନ), ଉନ୍ମୁକ୍ତ ଚାନ୍ଦ, ଜଣ୍ଟି ସିଧୁ, ଲଳିତ ଯାଦବ, ସିଦ୍ଧାନ୍ତ ଶର୍ମା, ଅନୁଜ ରାୱତ(ୱିକେଟ କିପର), ଲକ୍ଷୟ ଥାରେଜା(ୱିକେଟ କିପର), ହିତେନ ଦଲାଲ, କୁନୱାର ବିଧୁରୀ, ବୈଭବ କଣ୍ଡପଲ, ସିମ୍ରନଜିତ ସିଂହ, ଶିବଙ୍କ ବଶିଷ୍ଠ, ଶିବମ ଶର୍ମା, ଭିଜନ ପଞ୍ଚଲ, କୁଲୱାନ୍ତ ଖେଜ୍ରୋଲିୟା, ତେଜାସ ବାରୋକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.