ETV Bharat / sports

ବିଜୟ ହଜାରେ ଟ୍ରଫି: ଟସ୍‌ ଜିତିଲା ରେଲୱେ, ଓଡିଶାର ବ୍ୟାଟିଂ ଜାରି

author img

By

Published : Feb 22, 2021, 10:04 AM IST

ବିଜୟ ହଜାରେ ଟ୍ରଫିରେ ଓଡିଶା ଆଜି 2ୟ ମ୍ୟାଚ ଖେଳୁଛି । ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରେଲଓ୍ବେ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।

ବିଜୟ ହଜାରେ ଟ୍ରଫି: ଟସ୍‌ ଜିତିଲା ରେଲୱେ, ଓଡିଶାର ବ୍ୟାଟିଂ ଜାରି
ବିଜୟ ହଜାରେ ଟ୍ରଫି: ଟସ୍‌ ଜିତିଲା ରେଲୱେ, ଓଡିଶାର ବ୍ୟାଟିଂ ଜାରି

ବେଙ୍ଗାଲୁରୁ: ବିଜୟ ହଜାରେ ଟ୍ରଫିରେ ଓଡିଶା ଆଜି 2ୟ ମ୍ୟାଚ ଖେଳୁଛି । ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରେଲଓ୍ବେ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେବେ ଓଡିଶା ଦଳ ଆଜି ପ୍ରଥମ ବିଜୟଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି ।

ଶାନ୍ତନୁ ମିଶ୍ରଙ୍କ ନେତୃତ୍ବରେ ଦଳ 2ୟ ମ୍ୟାଚ ଖେଳୁଛି । 1ମ ମ୍ୟାଚରେ ଓଡିଶା 34ରନ୍‌ରେ କେରଳ ଠାରୁ ପରାସ୍ତ ହୋଇଥିଲା ।

ଓଡିଶା ଚୂଡାନ୍ତ ଦଳ: ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପର(ଓ୍ବିକେଟକିପର), ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ଶାନ୍ତନୁ ମିଶ୍ର (ଅଧିନାୟକ), ଅଭିଷେକ ଯାଦବ, ଶୁଭ୍ରାଂଶୁ ସେନାପତି, ସୂର୍ଯ୍ୟକାନ୍ତ ପ୍ରଧାନ, ଗୌରବ ଚୌଧୁରୀ, ସୌରଭ କୋନଜିଆ, ଅଙ୍କିତ ଯାଦବ ।

ରେଲଓ୍ବେ ଚୂଡାନ୍ତ ଦଳ: ହିମାଂଶୁ ସାଙ୍ଗୱାନ୍, ଦିନେଶ ମୋର, ଶିଭମ ଚୌଧୁରୀ, ହର୍ଷ ତ୍ୟାଗୀ, ପ୍ରଦୀପ, ପ୍ରଥମ ସିଂ, ମୁର୍ଣ୍ଣାଳ ଦେବଧର, ଅମିତ ମିଶ୍ର, କରଣ ଶର୍ମା, ଅରିନ୍ଦମ ଘୋଷ, ସୌରଭ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.