ETV Bharat / sports

ବିଜୟ ହଜାରେ ଟ୍ରଫି: 15ଜଣିଆ ଓଡିଶା ଦଳ ଘୋଷିତ

ବିଜୟ ହଜାରେ ଟ୍ରଫି ପାଇଁ ଘୋଷଣା ହୋଇଛି 15ଜଣିଆ ଓଡିଶା ଦଳ । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ବରେ ବିଜୟ ହଜାରେ ଟ୍ରଫି ଖେଳିବ ଟିମ ଓଡିଶା ।  ସ୍ବସ୍ତିକ ସାମଲ ନୂଆ ମୁଁହ ଭାବେ ଟିମରେ ସ୍ଥାନ ପାଇଛନ୍ତି ।

author img

By

Published : Sep 16, 2019, 11:14 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ

କଟକ: ବିଜୟ ହଜାରେ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ପ୍ରଥମ ଦୁଇଟି ହରିୟାଣା ଓ ବରୋଦା ବିପକ୍ଷ ମ୍ୟାଚ ପାଇଁ 15 ଜଣିଆ ଓଡିଶା ଦଳ ଘୋଷଣା କରିଛି ଓସିଏ । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ବରେ ବିଜୟ ହଜାରେ ଟ୍ରଫି ଖେଳିବ ଟିମ ଓଡିଶା ।

ଏହି 15 ଜଣିଆ ଟିମରେ ରହିଛନ୍ତି ଅନେକ ଅଭିଜ୍ଞ ଖେଳାଳି । ସ୍ବସ୍ତିକ ସାମଲ ନୂଆ ମୁଁହ ଭାବେ ଟିମରେ ସ୍ଥାନ ପାଇଛନ୍ତି । ତେବେ ଏହି ଟ୍ରଫି ୨୪ ସେପ୍ଟେମ୍ବର ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ । ଓଡିଶା ବିଜୟ ହଜାରେ ଭାଗନେବା ପାଇଁ 21 ତାରିଖରେ ବରୋଦା ଗସ୍ତ କରିବ ।

  • ଓଡିଶା ଦଳ- ସନ୍ଦୀପ ପଟ୍ଟନାୟକ, ସ୍ୱସ୍ତିକ ସାମଲ, ସାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେଵବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂ, ସୁଜିତ ଲେଙ୍କା (ୱିକେଟକିପର), ପପୁ ରାୟ, ଦୀପକ ରଞ୍ଜନ ବେହେରା।
  • କୋଚ- ରଶ୍ମି ରଞ୍ଜନ ପରିଡା

Intro:କଟକ: ବିଜୟ ହଜାରେ ଟ୍ରଫି ପାଇଁ ଘୋଷଣା ହେଲେ ଓଡିଶା ଦଳ । ପ୍ରଥମ ଦୁଇଟି ହରିୟାଣା ଓ ବରୋଦା ମ୍ୟାଚ ପାଇଁ ଘୋଷଣା ହେଲା 15 ଜଣିଆ ଓଡିଶା ଦଳ । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ୱ ରେ ବିଜୟ ହଜାରେ ଟ୍ରଫି ଖେଳିବ ଟିମ ଓଡିଶା । ଏହି ପନ୍ଦର ଜଣିଆ ଟିମ ରେ ରହିଛନ୍ତି ଅନେକ ଅଭିଜ୍ଞ ଖେଳାଳି । ପ୍ରଥମ କରି ସ୍ୱସ୍ତିକ ସାମଲ ନୂଆ ମୁଁହ ଭାବେ ଟିମ ରେ ସ୍ଥାନ ପାଇଛନ୍ତି ।

ଓଡିଶା ଟିମ

୧. ସନ୍ଦୀପ ପଟ୍ଟନାୟକ
୨. ସ୍ୱସ୍ତିକ ସାମଲ
୩. ସାନ୍ତନୁ ମିଶ୍ର
୪. ଦେବାଶିଷ ସାମନ୍ତରାୟ
୫. ଶୁଭ୍ରାଂଶୁ ସେନାପତି ( ଅଧିନାୟକ)
୬.ଅଭିଷେକ ଯାଦବ
7. ଅଭିଷେକ ରାଉତ
8. ଗୋବିନ୍ଦ ପୋଦାର
୯. ସୂର୍ଯ୍ୟକାନ୍ତ ପ୍ରଧାନ
୧୦.ରାଜେଶ ମହାନ୍ତି
୧୧. ଦେଵବ୍ରତ ପ୍ରଧାନ
୧୨. ପ୍ରୟାସ କୁମାର ସିଂ
୧୩. ସୁଜିତ ଲେଙ୍କା ( ୱକେଟ କିପର)
୧୪. ପପୁ ରାୟ
୧୫. ଦୀପକ ରଞ୍ଜନ ବେହେରା

କୋଚ .
ରଶ୍ମି ରଞ୍ଜନ ପରିଡା

ଏହି ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେବେ ଏହି ଟ୍ରଫି ୨୪ ସେପ୍ଟେମ୍ବର ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଖେଳା ହେବ । ଓଡିଶା ବିଜୟ ହଜାରେ ଭାଗନେବା ପାଇଁ 21 ତାରିଖ ରେ ବରୋଦା ଗସ୍ତ କରିବ ।

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.