ETV Bharat / sports

ସଚିନ-କୋହଲିଙ୍କ ଫ୍ୟାନ ଟ୍ରମ୍ପ ! - ସଚିନ ତେନ୍ଦୁଲକର

ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପରେ ଯୋଗ ଦେଇ ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା କରିଛନ୍ତି । ଟ୍ରମ୍ପଙ୍କ ମୁହଁରୁ ସଚିନ ଓ କୋହଲିଙ୍କ ନାଁ ଶୁଣିବା ମାତ୍ରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତେ ଲୋକେ କରତାଳି ମାରି ଟ୍ରମ୍ପଙ୍କ ସମ୍ବୋଧନକୁ ସମର୍ଥନ କରିଥିଲେ ।

trump-gives-special-shout-out-to-sachin-tendulkar-virat-kohli
ସଚିନ-କୋହଲିଙ୍କ ଫ୍ୟାନ ଟ୍ରମ୍ପ !
author img

By

Published : Feb 24, 2020, 6:05 PM IST

ଅହମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମ ନମସ୍ତେ ଟ୍ରମ୍ପରେ ଯୋଗ ଦେଇ ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦଳର ଅଧିନାୟକ ବିରାଟ କୋହିଲଙ୍କ ବିଷୟରେ କହିଛନ୍ତି ।

ଟ୍ରମ୍ପ କହିଛନ୍ତି, ‘‘କିମ୍ବଦନ୍ତୀ କ୍ରିକେଟରଙ୍କ ପାଇଁ ଷ୍ଟାଡିୟମରେ ଚିଲାଉଥିବା ଦେଶ ହେଉଛି ଭାରତ ।’’ ତେବେ ଟ୍ରମ୍ପଙ୍କ ପାଟିରୁ କୋହଲି ଓ ସଚିନଙ୍କ କଥା ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁସି ହୋଇଯାଇଥିଲେ ।

ଅନ୍ୟପଟେ କୋହଲି ଓ ସଚିନଙ୍କ ନାଁ ଶୁଣି ମୋଟେରା ଷ୍ଟାଡିୟମରେ ଲୋକେ ତାଳି ମାରି ଟ୍ରମ୍ପଙ୍କ ସମ୍ବୋଧନକୁ ସମର୍ଥନ କରିଥିଲେ ।

ଗୁଜୁରାଟର ଅହମ୍ମଦାବାଦଠାରେ ନିର୍ମାଣ ହୋଇଛି ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ‘ମୋଟେରା’ । ଏହି ଷ୍ଟାଡିୟମରେ ଦର୍ଶକ ବସିବା କ୍ଷମତା 1.10ଲକ୍ଷ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.