ETV Bharat / sports

ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ନିଦର୍ଶନ: ଇଣ୍ଡିଜ ବିଜୟରେ ବିରାଟଙ୍କ ପ୍ରଶଂସା - ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ଟେେଷ୍ଟ

ମହାମାରୀ କୋରୋନା ଭାଇରସ ପରେ ଖେଳାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ । ଫଳରେ ଟିମ ଇଣ୍ଡିଆ କ୍ୟାପଟେନ କୋହଲିଙ୍କ ସମେତ କ୍ରିକେଟ ସମୁଦାୟ ଇଣ୍ଡିଜ ଟିମକୁ ପ୍ରଶଂସା କରିଛନ୍ତି ।

Top display of Test cricket: Virat Kohli, others hail West Indies' win over England
ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ନିଦର୍ଶନ: ଇଣ୍ଡିଜ ବିଜୟରେ ବିରାଟଙ୍କ ପ୍ରଶଂସା
author img

By

Published : Jul 13, 2020, 4:09 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସ୍ଥଗିତ ଥିବା ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହ, ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ ଟିମ । 200 ରନର ବିଜୟ ଲକ୍ଷ୍ୟକୁ 6 ୱିକେଟ ବିନିମୟରେ ହାସଲ କରିଥିଲା ହୋଲ୍ଡରଙ୍କ ଚିମ ।

  • Congratulations #WestIndies for winning the first test . We got to see some good cricket, led by world class players from both the teams. Really settled the appetite as we missed the game over the past few months. #ENGvWI

    — Azhar Mahmood (@AzharMahmood11) July 12, 2020 " class="align-text-top noRightClick twitterSection" data=" ">
  • Great Test match victory!
    Well done to @Jaseholder98 and the boys.
    To the coaching and management staff great job getting the guys ready. #ENGvWI

    — Brian Lara (@BrianLara) July 12, 2020 " class="align-text-top noRightClick twitterSection" data=" ">
  • Great week of Test Cricket ... For the West Indies to have come over to play is remarkable in these times ... For them to have played so well & won is incredible ... I don’t even think England fans will be too disppaointed ... bloody love Test cricket 👍

    — Michael Vaughan (@MichaelVaughan) July 12, 2020 " class="align-text-top noRightClick twitterSection" data=" ">
  • First game after the break belongs to us!

    Some gritty performance from the lads. This team deserves the win in this game. Congratulations boys

    You make us proud... 👊🏿 #ENGvWI pic.twitter.com/wYAVRGOwh6

    — Sir Vivian Richards (@ivivianrichards) July 12, 2020 " class="align-text-top noRightClick twitterSection" data=" ">
  • Can’t speak highly enough about the skill and character shown by @windiescricket . Very well coached and led by @Coachsim13 and @Jaseholder98 . Kudos to Gabriel and Blackwood as well for outstanding contributions. Yes still two test to go but good start👏🏻👏🏻👏🏻👏🏻.

    — Ian bishop (@irbishi) July 12, 2020 " class="align-text-top noRightClick twitterSection" data=" ">
  • Good all-round performances by players from both teams.
    Jermaine Blackwood played a crucial knock in a tense situation to see @windiescricket through. An important win which has set up the series perfectly. #ENGvWI pic.twitter.com/PLbJlqIe8c

    — Sachin Tendulkar (@sachin_rt) July 12, 2020 " class="align-text-top noRightClick twitterSection" data=" ">

ଫଳରେ ବର୍ତ୍ତମାନର କ୍ରିକେଟର, ପୂର୍ବତନ କ୍ରିକେଟରଙ୍କ ସମେତ କ୍ରିକେଟ ସମୁଦାୟରେ ଇଣ୍ଡିଜ ଟିମକୁ ପ୍ରଂଶସା କରିଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଟେଷ୍ଟ କ୍ରିକେଟର ଏହା ଶ୍ରେଷ୍ଠ ନିଦର୍ଶନ ବୋଲି କହିଛନ୍ତି । ଏଥିସହିତ ଟ୍ବିଟ ଯୋଗେଁ ୱେଷ୍ଟଇଣ୍ଡିଜ ଟିମକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡସ ମଧ୍ୟ ଟିମକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ କୋରୋନା ଭାଇରସ ପରେ କ୍ରିକେଟ ଆରମ୍ଭର ପ୍ରଥମ ମ୍ୟାଚ ଇଣ୍ଡିଜ ନାମରେ ହୋଇଛି ବୋଲି କହିଛନ୍ତି ।

ସଚିନ ତେନ୍ଦୁଲକର ମଧ୍ୟ ଟ୍ବିଟ ଯୋଗେଁ ୱେଷ୍ଟଇଣ୍ଡିଜର ମ୍ୟାଚ ବିଜୟୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ବ୍ଳାକଉଡଙ୍କ ଉପଯୋଗୀ ଇଂନିସ ଓ ବୋଲରଙ୍କ ପ୍ରଭାବି ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଭିଭିଏଲ ଲକ୍ଷ୍ମଣ, ଆଝାର ମହମ୍ମୁଦ, ବ୍ରାଏନ ଲାରା, କୁମାରା ସାଙ୍ଗାକାରା, ମାାଇକେଲ ଭଲ ଆଦି କିମ୍ବଦନ୍ତୀ କ୍ରିକେଟର ଟ୍ବିଟ ଯୋଗେଁ ୱେଷ୍ଟଇଣ୍ଡିଜ ଟିମକୁ ବିଜୟ ପାଇଁ ପ୍ରଶଂସା କରିଛନ୍ତି ।

ୱେଷ୍ଟଇଣ୍ଡିଜ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-ରେ ଆଗୁଆ ରହିଛି । 2ୟ ଟେଷ୍ଟ ଓର୍ଲ୍ଡ ଟ୍ରାଫର୍ଡରେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.