ETV Bharat / sports

ଆଜି ଦିନର ଖେଳ ସୂଚୀ

author img

By

Published : Aug 16, 2019, 8:43 AM IST

ଆଜି ଖେଳ ଜଗତରେ ଅନେକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ । ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ଆଜି ପ୍ରଥମ ଟେଷ୍ଟର 3ୟ ଦିନ ହୋଇଥିବାବେଳେ ଇଂଲଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଆଜି 2ୟ ଟେଷ୍ଟ ମ୍ୟାଚର 3ୟଦିନ ।

ଡିଜାଇନ ଫଟୋ

କ୍ରିକେଟ:

  • ଶ୍ରୀଲଙ୍କା ବନାମ ନ୍ୟୁଜିଲାଣ୍ଡ(ପ୍ରଥମ ଟେଷ୍ଟ,3ୟ ଦିନ, ସକାଳ 10:00 )
  • ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ(2ୟ ଟେଷ୍ଟ, 3ୟ ଦିନ, ଦିନ 3.30)

ପ୍ରୋ କବାଡି ସିଜନ 7:

  • ୟୁ ମୁମ୍ବା ବନାମ ପାଟନା ପାୟରେଟସ( ସନ୍ଧ୍ୟା 7.30)
  • ଗୁଜରାଟ ଫରଚୁନେଜିଆଣ୍ଟସ (ରାତି 8.30 )

Intro:Body:

srg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.