ETV Bharat / sports

ଇଂଲଣ୍ଡ କ୍ରିକେଟର ଟିମ ଆମ୍ବ୍ରୋସଙ୍କ ଅବସର ଘୋଷଣା - Tim Ambrose announces retirement

ୱାର୍କସାୟର କାଉଣ୍ଟି କ୍ରିକେଟ କ୍ଳବ ୱିକେଟ କିପର ବ୍ୟାଟ୍ସମ୍ୟାନ ଟିମ ଆମ୍ବ୍ରୋସଙ୍କ ଅବସର ଘୋଷଣା । ଚଳିତ ବର୍ଷ ଶେଷ ଭାଗରେ କ୍ରିକେଟୁ ସନ୍ୟାସ ନେବେ ବୋଲି ସେ ଘୋଷଣା କରିଛନ୍ତି ।

Tim Ambrose announces retirement at end of 2020 season
ଇଂଲିସ କାଉଣ୍ଟି କ୍ରିକେଟ କ୍ଳବ କ୍ରିକେଟର ଟିମ ଆମ୍ବ୍ରୋସଙ୍କ ଅବସର ଘୋଷଣା
author img

By

Published : Jul 4, 2020, 7:00 PM IST

ଲଣ୍ଡନ: ୱାର୍କସାୟର କାଉଣ୍ଟି କ୍ରିକେଟ କ୍ଳବ ୱିକେଟ କିପର ବ୍ୟାଟ୍ସମ୍ୟାନ ଟିମ ଆମ୍ବ୍ରୋସଙ୍କ ଅବସର ଘୋଷଣା । 2020 ସିଜିନ ଶେଷରେ ପ୍ରଫେସନାଲ୍ କ୍ରିକେଟକୁ ଅଲବିଦା କହିବେ ଆମ୍ବ୍ରୋସ ।

37 ବର୍ଷୀୟ କ୍ରିକେଟର, କ୍ୟାରିୟରରେ 500 ମ୍ୟାଚ ଖେଳିଛନ୍ତି । ଏଥିସହିତ ଇଂଲଣ୍ଡ ପକ୍ଷରୁ 11ଟି ଟେଷ୍ଟ, 5ଟି ଦିନିକିଆ ଓ ଗୋଟିଏ ଟି-20 ମ୍ୟାଚ ଖେଳିଛନ୍ତି ।

ୱିକେଟ କିପର ବ୍ୟାଟ୍ସମ୍ୟାନ 18ଟି ଶତକୀୟ ଇଂନିସ ସହ, 11,349 ରନ ସଂଗ୍ରହ କରିଛନ୍ତି । ଟିମ ମଡର୍ଣ୍ଣ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ୱିକେଟ କିପର ବ୍ୟାଟ୍ସମ୍ୟାନ ରହିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ କ୍ରିକେଟୁ ସନ୍ୟାସ ନେବେ ବୋଲି ସେ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.