ETV Bharat / sports

ଆଜି ଇଂଲଣ୍ଡରେ 3ଟି ଫାଇନାଲ ଫାଇଟ - cricket

ସଣ୍ଡେ ସୁପର ଫାଇଟରେ ଆଜି 3ଟି ଫାଇନାଲ ମୁକାବିଲା । ଗୋଟିଏ ଦେଶର ଗୋଟିଏ ସହରରେ ଏହି 3ଟି ଯାକ ଟୁର୍ଣ୍ଣାମେଣ୍ଟର ଫାଇନାଲ ଫାଇଟ ଚାଲିଛି ।

ଡିଜାଇନ ଫଟୋ
author img

By

Published : Jul 14, 2019, 9:43 PM IST

ଲଣ୍ଡନ: ଏପରି ହୁଏତ ବିଶ୍ବ କ୍ରୀଡା ଇତିହାସରେ ପ୍ରଥମ । ଗୋଟିଏ ସହରରେ ଏକାସହ 3ଟି ଫାଇନାଲ ମୁକାବିଲା ହେଉଛି । ଗୋଟିଏ ଦେଶର ଗୋଟିଏ ସହରରେ ଏହି 3ଟି ଯାକ ଟୁର୍ଣ୍ଣାମେଣ୍ଟର ଫାଇନାଲ ଫାଇଟ ଚାଲିଛି ।

ଇଂଲଣ୍ଡର ଲଣ୍ଡନ ସହରରେ ଏହି 3ଟି ଯାକ ମୁକାବିଲା ଖେଳାଯାଉଛି । ପ୍ରଥମଟି ଚର୍ଚ୍ଚିତ କ୍ରିକେଟ ବିଶ୍ବକପ ଫାଇନାଲ ମୁକାବିଲା । ଯାହା ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଭାରତୀୟ ସମୟ 3ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 242 ରନର ଟାର୍ଗେଟ ଇଂଲଣ୍ଡ ଆଗରେ ରଖିଛି ।

ସେହିପରି 2ୟଟି ହେଉଛି ୱିମ୍ବଲଡନ ଟେନିସ ପ୍ରତିଯୋଗିତା । ଯାହାକି ବିଶ୍ବର ଦୁଇ ଟପ ଟେନିସ ଷ୍ଟାରଙ୍କ ମଧ୍ୟରେ ଲଢେଇ ହେଉଛି । ଏଥିରେ ଜୋକୋଭିକ୍‌ ଓ ଫେଡରର ମୁହାଁମୁହିଁ ହେଉଛନ୍ତି ।

ସେହିପରି ଅନ୍ୟଟି ହେଉଟି ଫର୍ମୁଲା-1ର ଫାଇନାଲ ଇଭେଣ୍ଟ । ଏହା ମଧ୍ୟ ଲଣ୍ଡନରେ ଖେଳାଯାଉଛି ।

ବୟସ ନୁହେଁ ବଡ ଠାକୁର ଟାଣି ଆଣିଛି

ହାତରେ ଆଶା ବାଡି।ମନରେ କାଳିଆ ଡୋରି।ବୟସ ସାଥ ନଦେଲେ ବି ବଡଠାକୁର ଟାଣି ଆଣିଛି।କାହିଁ କେତେ ଦୁରରୁ ପୁରୀକୁ ପାଦ ପଡିଛି। କେବେଳ ସେଇ ହଟିଆ ଠାକୁର ନଟିଆ ବେଶ ଦେଖିବାକୁ। ପୁରି ବଡ ଦାଣ୍ଡରେ ଏମିତି ଦେଖିବାକୁ ମିଳିଛି ବୟସ ଭକ୍ତଂକୁ ।ଯେକି ଧାଇଁ ଆସିଛନ୍ତି କାଳିଆ ଠାକୁର ଦର୍ଶନ ନେବାକୁ। କିଏ ଏକୁଟିଆ ତ କିଏ ପରିବାର ସହ । ସବୁ ସେଇ କାଳିଆର ଡୋରି ଲାଗିଛି ଭାବି ଧାଇଁ ଆସିଛନ୍ତି ଶ୍ରିକ୍ଷେତ୍ର ପୁରୀକୁ। ଆଉ ସେହି ଠାକୁରଙ୍କର ତିନି ରଥରେ ଦର୍ଶନ ରୁ ମିଳିଥାଏ କୋଟି ଜନ୍ମର ପୁଣ୍ଯ।
ବାଇଟ-
ବାଇଟ-
ବାଇଟ-
ସେପଟେ ଅନେକ ବୃଦ୍ଧା ଗହଳିରେ ହଜି ଯାଉଛନ୍ତି। ଅନେକ ସୁଚନା କେନ୍ଦ୍ର ସହାୟତାରେ ଡାକବାଜିରେ ମିଳୁଥିବା ବେଳେ ଅନେକ ମିଳୁନାହାନ୍ତି। ସେମିତି ବଡଦାଣ୍ଡରେ ଯାଯପୁରର ବରି ବ୍ଲକର ନାଥପୁର ରୁ ସୁନାବେଶ ଦେଖିବାକୁ ଆସିଥିବା ଭୁଜବଳ ଦଳେଇ ନିଜ ପତ୍ନୀ ଅପୁଜି ଦଳେଇ କୁ ସକାଳୁ ନ ପାଇ ବଡ ଦାଣ୍ଡରେ ବସି କାନ୍ଦିବାର ଦେଖିବାକୁ ମିଳିଛି।
ବାଇଟ-ଭୁଜବଳ ଦଳେଇ,ଯାଯପୁର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.