ETV Bharat / sports

ଯାଦବ, ତେୱାତିଆ, କିଶନଙ୍କୁ ସଚିନଙ୍କ ଶୁଭେଚ୍ଛା

author img

By

Published : Feb 21, 2021, 4:59 PM IST

ପ୍ରଥମ ଥର ଜାତୀୟ ଦଳରୁ ଡାକରା ପାଇଥିବା ଖେଳାଳିଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ...

Tendulkar congratulates Yadav, Tewatia, Kishan on India call-up
ଯାଦବ, ତେୱାତିଆ, କିଶନଙ୍କୁ ସଚିନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଘୋଷଣା ହୋଇଛି ଭାରତୀୟ ଟି20 ସ୍କ୍ବାଡ । ଇଂଲଣ୍ଡ ବିପକ୍ଷ ଟି20 ସିରିଜ ପାଇଁ 19 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ ରାହୁଲ ତେୱାତିଆଙ୍କୁ ପ୍ରଥମ ଥର ପାଇଁ ନୂଆମୁହଁ ଭାବେ ସ୍କ୍ବାଡରେ ସାମିଲ କରାଯାଇଛି ।

Tendulkar congratulates Yadav, Tewatia, Kishan on India call-up
ସୂର୍ଯ୍ୟକୁମାର ଯାଦବ, ରାହୁଲ ତେୱାତିଆ, ଇଶାନ କିଶନ

ଏହାପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ପ୍ରଥମ ଥର ଜାତୀୟ ଦଳରୁ ଡାକରା ପାଇଥିବା ଖେଳାଳିଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ କୋଲକାତା ନାଇଟ ରାଇଡର୍ସର ପୂର୍ବତନ କ୍ୟାପଟେନ ଦିନେଶ କାର୍ତ୍ତିକ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ କ୍ରିକେଟର ହରଭଜନ ସିଂହ ଓ ଇରଫାନ ପଠାନ ମଧ୍ୟ ପ୍ରଥମ ଥର ଜାତୀୟ ସ୍କ୍ବାଡରେ ନାମ ଆସିଥିବା ଯୁବ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ମାର୍ଚ୍ଚ 12ରୁ 20 ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.