ETV Bharat / sports

ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ରିଷଭ ଆଉଟ, ରିଦ୍ଧିମାନ ଇନ - ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଚୁଡାନ୍ତ ଏକାଦଶ ଘୋଷଣା ହୋଇଛି । ଦଳରେ ରିଷଭ ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Oct 1, 2019, 5:06 PM IST

Updated : Oct 1, 2019, 5:29 PM IST

ହାଇଦ୍ରାବାଦ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହେବ ଟେଷ୍ଟ ସିରିଜ । ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଚୁଡାନ୍ତ ଏକାଦଶ ଘୋଷଣା ହୋଇଛି । ଦଳରେ ରିଷଭ ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି । କ୍ୟାପଟେନ କୋହଲି ସାମ୍ବାଦିକ ସମ୍ମିଳନୀରେ ରିଦ୍ଧିମାନ ଶାହା ଟେଷ୍ଟ ଦଳରେ ସଂପୂର୍ଣ୍ଣ ୱିକେଟ କିପର ବୋଲି କହିଛନ୍ତି । ପନ୍ତ ଜଣେ ଭଲ ଖେଳାଳି ସେଥିପାଇଁ ତାଙ୍କୁ ମଧ୍ୟ ସୁଯୋଗ ମିଳିଛି । ତେବେ ଶାହା ଦଳକୁ ଫେରନ୍ତୁ ବୋଲି ସମସ୍ତେ ଚାହାଁନ୍ତି । ମ୍ୟାଚର କଠିନ ପରିସ୍ଥିତିରେ ଧୈର୍ଯ୍ୟର ସହ ବଡ ଇଂନିସ ଖେଳି ଶାହା ଦଳକୁ ଅନେକ ଥର ବିପଦମୁକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: twitter@BCCI

ଅନ୍ୟପଟେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନଙ୍କ ମଧ୍ୟ ଘରବାହୁଡା ହୋଇଛି । ଟେଷ୍ଟ ଦଳକୁ ଫେରିଛନ୍ତି ଅଶ୍ବିନ । ପୁଣି ଟେଷ୍ଟ ଟିମ ଇଣ୍ଡିଆର ସ୍ପିନ ବିଭାଗ ଜାଡେଜା-ଅଶ୍ବିନ ସମ୍ଭାଳିବେ ।

Team India
ଫଟୋ ସୌଜନ୍ୟ: twitter@BCCI

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (କ୍ୟାପଟେନ୍‌), ଅଜିଜ୍ଞ ରାହାଣେ, ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ରିଦ୍ଧିମାନ ଶାହା(ୱିକେଟକିପର), ଇଶାନ୍ତ ଶର୍ମା, ମହମ୍ମଦ ସାମୀ

Intro:Body:

ranju

Conclusion:
Last Updated : Oct 1, 2019, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.