ETV Bharat / sports

କୋରୋନା ଭାଇରସ: ଜୁନ ଯାଏଁ ସମସ୍ତ ଆଇସିସି ଇଭେଣ୍ଟ ସ୍ଥଗିତ - ଆଇସିସି ଇଭେଣ୍ଟ

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଚଳିତ ବର୍ଷ ଜୁନ ମାସ ଯାଏଁ କୌଣସି ପ୍ରକାର ଆଇସିସି ଇଭେଣ୍ଟ ହେବ ନାହିଁ ବୋଲି ଆଇସିସି ଇଭେଣ୍ଟ ମୁଖ୍ୟ କ୍ରିସ ଟେଟଲି ସୂଚନା ଦେଇଛନ୍ତି ।

T20 World Cup
କୋରୋନା ଭାଇରସ: ଜୁନ ଯାଏଁ ସମସ୍ତ ଆଇସିସି ଇଭେଣ୍ଟ ସ୍ଥଗିତ
author img

By

Published : Mar 27, 2020, 8:42 AM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ସମଗ୍ର କ୍ରୀଡାଜଗତ । ବିଶ୍ୱର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲ କରାଯାଉଛି ।

ତେବେ ସଦ୍ୟ ସୂଚନା ଅନୁଯାୟୀ ଟି-20 ବିଶ୍ୱକପର ସମସ୍ତ ପ୍ରକାର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ଆଇସିସି ପକ୍ଷରୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଚଳିତ ବର୍ଷ ଜୁନ ମାସ ଯାଏଁ କୌଣସି ଆଇସିସି ଇଭେଣ୍ଟ ହେବ ନାହିଁ ବୋଲି ଆଇସିସି ଇଭେଣ୍ଟ ମୁଖ୍ୟ କ୍ରିସ ଟେଟଲି ସୂଚନା ଦେଇଛନ୍ତି ।

ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ 2020 ଅକ୍ଟୋବର-ନଭେମ୍ବରରେ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.