ETV Bharat / sports

'ଟି-20 ଭଳି ଟି-10 ବି କ୍ରିକେଟରେ ଆଣିଦେବ କ୍ରାନ୍ତି'

ଓ୍ବେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କ ମତରେ ଟି-10 ଏକ ରୋମାଞ୍ଚକର ଟୁର୍ଣ୍ଣାମେଣ୍ଟ । ଏହି ଟି-10 ଫର୍ମାଟ କ୍ରିକେଟରେ ଏକ କ୍ରାନ୍ତି ଆଣିଦେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Jan 9, 2021, 6:53 PM IST

'ଟି-20 ଭଳି ଟ-10 ବି କ୍ରିକେଟରେ ଆଣିଦେବ କ୍ରାନ୍ତି'

ଆବୁଧାବି: ବ୍ରାଭୋ ଆବୁଧାବି ଟି-20 ଲିଗର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଓ୍ବେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କ ମତରେ ଟି-10 ଏକ ରୋମାଞ୍ଚକର ଟୁର୍ଣ୍ଣାମେଣ୍ଟ । ଏହି ଟି-10 ଫର୍ମାଟ କ୍ରିକେଟରେ ଏକ କ୍ରାନ୍ତି ଆଣିଦେବ । ଯେପରି 15ବର୍ଷ ପୂର୍ବ ଟି-20 ଫର୍ମାଟ କ୍ରିକେ୍ଟ ଜଗତରେ ଏକ କ୍ରାନ୍ତି ଆଣିଥିଲା ।

t10
ଟି-10 କ୍ରିକେଟ ଲିଗ

ବ୍ରାଭୋ କହିଛନ୍ତି ଯେ, ଟି-10 ଫର୍ମାଟ ଖେଳାଳିଙ୍କ କ୍ୟାରିୟରକୁ ଆହୁରି ଦୀର୍ଘାୟୁ କରିପାରିବ । ଜଣେ ବୋଲର ଭାବରେ ଏହାକୁ ମୁଁ ଏକ ଚ୍ୟାଲେଞ୍ଜ ଭାବରେ ନେଉଛି ।

ଗତ ସିଜନରେ ବ୍ରାଭୋଙ୍କ ସାନଦାର ପ୍ରଦର୍ଶନ ବଳରେ ମରାଠା ଅରେବିୟଂସ ଟାଇଟଲ ଜିଣିଥିଲା । ତେବେ ଚଳିତ ସିଜିନରେ ବ୍ରାଭୋ ଦିଲ୍ଲୀ ବୁଲ୍ସ ପକ୍ଷରୁ ଖେଳିବେ । ବର୍ତ୍ତମାନ ସେ ତ୍ରିନିଦାଦାରେ ନିଜ ଘରେ ଅଭ୍ୟାସ କରୁଛନ୍ତି । ତାଙ୍କ ମତରେ ଏହି ଫର୍ମାଟରେ ଫିଲ୍ଡିଙ୍ଗ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.