ETV Bharat / sports

ଓଡିଶା ବନାମ ହାଇଦ୍ରାବାଦ: 154 ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆଜି 2 ମ୍ୟାଚ ଖେଳୁଛି ଟିମ୍‌ ଓଡିଶା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ ହାରଇ 153ରନ୍‌ ସଂଗ୍ରହ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Jan 12, 2021, 2:10 PM IST

ଓଡିଶା ବନାମ ହାଇଦ୍ରାବାଦ: 154ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

କୋଲକାତା: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆଜି 2 ମ୍ୟାଚ ଖେଳୁଛି ଟିମ୍‌ ଓଡିଶା । ତେବେ ଯାଦବପୁର ୟୁନିର୍ଭସିଟି କ୍ୟାମ୍ପସରେ ଓଡିଶା ପ୍ରଥମେ ଟସ୍‌ ଜିତି ହାଇଦ୍ରାବାଦ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଇଥିଲା ।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ ହାରଇ 153ରନ୍‌ ସଂଗ୍ରହ କରିଛି । ହାଇଦ୍ରାବାଦ ପକ୍ଷରୁ ତିଲକ ବର୍ମା ସର୍ବାଧିକ 44ରନ୍‌ ସଂଗ୍ରହ କରିଥିବାବେଳେ ତନ୍ମୟ 34, ହିମାଲୟ 22,ସନ୍ଦୀପ 15, ରାହୁଲ 19*, ୟୁଦବୀର 10 ରନ୍‌ ସଂଗ୍ରହ କରିଛନ୍ତି ।

ତେବେ ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ 3, ଅଙ୍କିତ ଯାଦବ2, ପପୁ ଓ ରାଜେଶ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.