ETV Bharat / sports

ଓଡିଶା ବନାମ ବେଙ୍ଗଲ: 114ରନ୍‌ର ଟାର୍ଗେଟ ଦେଲା ଓଡିଶା

ଓଡିଶା ନିର୍ଦ୍ଧାରିତ 20 ଓଭରରେ 10 ଓ୍ବିକେଟ ହରାଇ 113ରନ ସଂଗ୍ରହ କରିଛି । ତେବେ ଓଡିଶା ପକ୍ଷରୁ ଓ୍ବିକେଟକିପର ରାଜେଶ 37ରନ ସଂଗ୍ରହ କରିଛନ୍ତି ।

author img

By

Published : Jan 10, 2021, 2:25 PM IST

ଓଡିଶା ବନାମ ବେଙ୍ଗଲ : 114ରନ୍‌ର ଟାର୍ଗଟ ଦେଲା ଓଡିଶା

କୋଲକାତା: ଆଜି ଠାରୁ ଆରମ୍ଭ ହୋଇଯାଇଛି ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ । ଏଲିଟ ଗ୍ରୁପ ବିରେ ଥିବା ଓଡିଶା ଦଳ ଏହି ସିରିଜର ପ୍ରଥମ ମ୍ୟାଚ ବେଙ୍ଗଲ ବିପକ୍ଷରେ ଖେଳୁଛି । ତେବେ ଯାଦବପୁର ୟୁନିର୍ଭସିଟି କ୍ୟାମ୍ପସରେ ପ୍ରଥମେ ଟସ୍‌ ଜିତି ବେଙ୍ଗଲ ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଓଡିଶା ନିର୍ଦ୍ଧାରିତ 20 ଓଭରରେ 10 ଓ୍ବିକେଟ ହରାଇ 113ରନ ସଂଗ୍ରହ କରିଛି ।

ତେବେ ଓଡିଶା ପକ୍ଷରୁ ଓ୍ବିକେଟକିପର ରାଜେଶ 37ରନ କରିଥିବାବେଳେ ଅଙ୍କିତ ଯାଦବ 32ରନ୍‌ ସଂଗ୍ରହ କରିଥିଲେ । ଏହି 2 ଖେଳାଲିଙ୍କ ବ୍ୟତୀତ ଶାନ୍ତନୁ ମିଶ୍ର 6ରନ୍‌, ଆ ଦିତ୍ୟ 11, ଶୁଭ୍ରାଂସୁ 1, ଗୋବିନ୍ଦ 8, ବିପ୍ଳବ ସାମନ୍ତରାୟ 1, ସୂର୍ଯ୍ୟକାନ୍ତ 8, ରାଜେଶ 1, ସୁନୀଲ 0 ଓ ପପୁ 1*ରନ୍‌ ସଂଗ୍ରହ କରିଥିଲେ ।

ବେଙ୍ଗଲ ପକ୍ଷରୁ ଇଶାନ 4, ମୁକେଶ ଓ ଅର୍ନଭ 2ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ଅହମ୍ମଦ ଗୋଟିଏ ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.