ETV Bharat / sports

ବିଶ୍ବକପ: ପ୍ରଥମେ ବୋଲିଂ କରିବ ଭାରତ - india

ଭାରତ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଲଙ୍କା ଦଳ । ଟିମ୍‌ ଇଣ୍ଡିଆରେ ଆଜି ବଡ ପରିବର୍ତ୍ତନ କରାଯାଇଛି । ଚହଳଙ୍କ ସ୍ଥାନରେ ଜାଡେଜାଙ୍କୁ ସ୍ଥାନ ମିଳିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 6, 2019, 3:02 PM IST

ଲଣ୍ଡନ: ଚଳିତ ବିଶ୍ବକପରେ ଭାରତ ଆଜି ତାର ଅନ୍ତିମ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଲଙ୍କା ଦଳ । ତେବେ ଟିମ୍‌ ଇଣ୍ଡିଆରେ ଆଜି ବଡ ପରିବର୍ତ୍ତନ କରାଯାଇଛି । ୟଜୁବେନ୍ଦ୍ର ଚହଳଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିଛି ।

ସେହିପରି ମହମ୍ମଦ ଶାମିଙ୍କୁ ମଧ୍ୟ ବିଶ୍ରମ ଦିଆଯାଇଛି । ତାଙ୍କ ସ୍ଥାନରେ କୁଲଦିପ ଜାଦବଙ୍କୁ ଜାଗା ମିଳିଛି ।

  • ଭାରତୀୟ ଏକାଦଶ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂ ଧୋନୀ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜ ଓ କୁଲଦୀପ ଯାଦବ ।
  • ଶ୍ରୀଲଙ୍କା ଏକାଦଶ: ଦିମୁତ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, କୁଶଲ ପରେରା (ୱିକେଟକିପର), ଅଭିଷେକ୍‌ ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜନ ଡି’ସିଲଭା, ଥିସାରା ପରେରା, ଇସୁରୁ ଉଦାନା, ଲସିଥ୍ ମାଲିଙ୍ଗା, କସୁନ ରଜିଥା, ।

Intro:Body:

SPORTS BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.