ETV Bharat / sports

ବିଶ୍ବକପ: ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, କଙ୍ଗାରୁ ଦଳର ବ୍ୟାଟିଂ ଜାରି - toss

ଆଜି ବିଶ୍ବକପର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟୁଛି ଶ୍ରୀଲଙ୍କା । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କାର ଅଧିନାୟକ କରୁଣାରତ୍ନେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 15, 2019, 3:18 PM IST

ଓଭାଲ: ଆଜି ବିଶ୍ବକପର ପ୍ରଥମ ମ୍ୟାଚରେ ଡିପେଣ୍ଡି ଚମ୍ପିଆନ ଅଷ୍ଟ୍ରେଲିଆକୁ ଭେଟୁଛି ଶ୍ରୀଲଙ୍କା । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କାର ଅଧିନାୟକ କରୁଣାରତ୍ନେ । ଫଳରେ ପ୍ରଥମ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି କଙ୍ଗାରୁ ଦଳ ।

ଲଣ୍ଡନ ଦ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ତେବେ ଦମଦାର ଫର୍ମରେ ଥିବା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ମାତ ଦେଇ ଟେବୁଲ ଟପ୍ପର ଲକ୍ଷ୍ୟରେ ରହିଛି ।

ଶ୍ରୀଲଙ୍କା ଏକାଦଶ: ଦିମୁତ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, କୁଶଲ ପରେରା (ୱିକେଟକିପର), କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜନ ଡି’ସିଲଭା, ଥିସାରା ପରେରା, ଇସୁରୁ ଉଦାନା, ଲସିଥ୍ ମାଲିଙ୍ଗା, ନୂଆନ ପ୍ରଦୀପ, ମିଲିନ୍ଦା ସିରିୱାଦାନା।

ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କାରେ, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଡେଭିଡ ଓ୍ବାର୍ନର।

ଶୁଭ ମୁହୁରତ ହେଲା ଓଡ଼ିଆ ଫିଲ୍ମ ଦେଖା ହେଲା ପ୍ରେମ ହେଲା ।

ତ୍ରିକେଣିଆ ପ୍ରେମ କାହାଣୀ କୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 
ଦେଖା ହେଲା ପ୍ରେମ ହେଲା । ଆଜି ଏହି ଫିଲ୍ମ ର ଶୁଭ ମୁହୂରତ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ ହୋଇଥିବା ବେଳେ ଫିଲ୍ମ ର ସମସ୍ତ କାଳାକାର ଠାରୁ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇ ଥିଲେ। ଫିଲ୍ମ ରେ ଓଲିଉଡ ର ଚକଲେଟି ହିରେ ଅଭିଷେକ ଓ ରେମିଓ ବଏ ଅଭିଷେକ ନଜର ଆସିବେ। ଅନ୍ୟପଟେ ଫିଲ୍ମ ରେ ମୁଖ୍ୟ ଭିମିକା ରେ ନଜର ଆସିବେ ରାଗିଣୀ। ଚଳଚିତ୍ର ର ପ୍ରଜେଜନା କରିଛନ୍ତି ରମେଶ ବାରିକ , ନିର୍ଦ୍ଦେଶନା ଦେଇଛନ୍ତି  ଟି ଗଣେଷ ,। ଗୀତ ର ଭାର ସମ୍ଭାଳିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଏସ ଚନ୍ଦ୍ରକାନ୍ତ ଓ କଣ୍ଠଦାନ କରିଛନ୍ତି ଗାୟକ ହ୍ୟୁମାନ ସାଗର ଓ ଗାୟିକା ଦୀପ୍ତି, ଇରା ମହାନ୍ତି, ଅର୍ପିତା।

ବାଇଟ ଅଭିଷେକ, ଅଭିନେତା
ବାଇର ମଣ୍ଟୁ ,ଅଭିନେତା
ବାଇର ରାଗିଣୀ , ଅଭିନେତ୍ରୀ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.