ETV Bharat / sports

WI vs SL: 2ୟ ଟି-20 ମ୍ୟାଚରେ ଶ୍ରୀଲଙ୍କାର ବାଜିମାତ୍‌ - ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଶ୍ରୀଲଙ୍କା କ୍ରିକେଟ ଟିମ

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଶ୍ରୀଲଙ୍କା କ୍ରିକେଟ ଦଳ । ତେବେ 2ୟ ଟି-20 ମ୍ୟାଚରେ ଶ୍ରୀଲଙ୍କା ଦଳ ଘରୋଇଦଳକୁ 43ରନ୍‌ରେ ପରାସ୍ତ କରି ସିରିଜକୁ ବରାବର କରିଛି ।

WI vs SL: 2ୟ ଟି-20 ମ୍ୟାଚରେ ଶ୍ରୀଲଙ୍କାର ବାଜିମାତ୍

author img

By

Published : Mar 6, 2021, 2:20 PM IST

ଆଣ୍ଟିଗୁଆ: ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଶ୍ରୀଲଙ୍କା କ୍ରିକେଟ ଟିମ । ଉଭୟ ଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯାଉଛୁ । ତେବେ 1ମ ମ୍ୟାଚରେ ଶ୍ରୀଲଙ୍କା ଦଳକୁ ଇଣ୍ଡିଜ 4ଓ୍ବିକେଟରେ ପରାସ୍ତ କରିଥିଲା । ଏହାପରେ ଗତକାଲି(ଶୁକ୍ରବାର) ଖେଳାଯାଇଥିବା 2ୟ ଟି-20 ମ୍ୟାଚରେ ଶ୍ରୀଲଙ୍କା ଦଳ ଘରୋଇଦଳକୁ 43ରନ୍‌ରେ ପରାସ୍ତ କରି ସିରିଜକୁ ବରାବର ସ୍ଥିତିରେ ଆଣିଛି ।

  • A brilliant bowling performance bundles out Windies for 117 in 18.4 overs to seal a 43-run win! 🤩🙌

    Sri Lanka level the series at 1-1!#WIvSL pic.twitter.com/sjgqr1naQp

    — Sri Lanka Cricket 🇱🇰 (@OfficialSLC) March 6, 2021 " class="align-text-top noRightClick twitterSection" data=" ">

ପ୍ରଥମେ ଟସ୍‌ ଜିତି ଦଳ ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ 6ଓ୍ବିକେଟ ହରାଇ ଦଳ 160ରନ୍‌ କରିଥିଲାା ।

ତେବେ 161ରନ୍‌ର ଟାର୍ଗେଟ ନେଇ ଗ୍ରାଉଣ୍ଜକୁ ଓହ୍ଲାଇଥିବା ଇଣ୍ଡିଜ ଦଳ ଶ୍ରୀଲଙ୍କା ବୋଲରଙ୍କ ସମ୍ମୁଖରେ ତିଷ୍ଠି ପାରି ନଥିଲେ । 18.4 ଓଭରରେ 117ରନ୍‌ କରି ଅଲଆଉଟ୍‌ ହୋଇ ଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.