ETV Bharat / sports

ଆଇପିଏଲ 2020: ପାଣ୍ଡେ-ୱାର୍ଣ୍ଣରଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ, ହାଇଦ୍ରାବାଦ 158/4 - IPL 2020 match update

ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ ଟିମ ସଂଗ୍ରହ କରିଛି 158 ରନ । ଫଳରେ ରାଜସ୍ଥାନ ସାମ୍ନାରେ 159 ରନର ବିଜୟ ଲକ୍ଷ୍ୟ ରହିଛି ।

SRH VS RR: Pandey, Warner guide Hyderabad to 158/4
ଆଇପିଏଲ 2020: ପାଣ୍ଡେ-ୱାର୍ଣ୍ଣରଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ, ହାଇଦ୍ରାବାଦ 158/4
author img

By

Published : Oct 11, 2020, 6:30 PM IST

ଦୁବାଇ: ଆଇପିଏଲର 26ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜାରି ରହିଛି । ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର

SRH VS RR: Pandey, Warner guide Hyderabad to 158/4
ମନୀଷ ପାଣ୍ଡେ

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ପରେ ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ ଟିମ ସଂଗ୍ରହ କରିଛି 158 ରନ । ଫଳରେ ରାଜସ୍ଥାନ ସାମ୍ନାରେ 159 ରନର ବିଜୟ ଲକ୍ଷ୍ୟ ରହିଛି ।

ସନରାଇଜର୍ସ ହାଇଦ୍ରାବାଦ vs ରାଜସ୍ଥାନ ରୟାଲ୍ସ

ମନିଷ ପାଣ୍ଡେ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । 44 ବଲରୁ 2 ଚୌକା ଓ 3 ଛକା ସହାୟତାରେ 54 ରନ ସଂଗ୍ରହ କରିଛନ୍ତି । କ୍ୟାପଟେନ ୱାର୍ଣ୍ଣର 38 ବଲରୁ 3 ଚୌକା ଓ 2 ଛକା ସହାୟତାରେ 48 ରନର ଇଂନିସ ଖେଳିଛନ୍ତି । ଶେଷ ଭାଗରେ କେନ ୱିଲିୟମସନ ଅପରାଜିତ 22 ଓ ପ୍ରିୟମ ଗର୍ଗ 15 ରନ କରିବା ସହ ଟିମର ସ୍କୋର 150 ପାର କରାଇଥିଲେ ।

ଜୟଦେବ ଉନତକତ

ରାଜସ୍ଥାନ ପକ୍ଷରୁ ପ୍ରାୟ ସମସ୍ତ ବୋଲର କଞ୍ଜୁସି ବୋଲର କରିଛନ୍ତି । ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ଜୟଦେବ ଉନତକତ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.