ETV Bharat / sports

ବାରବାଟୀ ଦିନିକିଆ: ଷ୍ଟାଡିୟମ ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ - Barabati stadium to review

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପ୍ରସ୍ତୁତି ସମୀକ୍ଷା ପାଇଁ ବାରବାଟୀ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...

ବାରବାଟୀରେ କ୍ରୀଡ଼ାମନ୍ତ୍ରୀ
ବାରବାଟୀରେ କ୍ରୀଡ଼ାମନ୍ତ୍ରୀ
author img

By

Published : Dec 17, 2019, 7:34 PM IST

Updated : Dec 17, 2019, 7:46 PM IST

କଟକ: ବାରବାଟୀ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ ଷ୍ଟାଡିୟମରେ ପହଞ୍ଚି ପ୍ରତ୍ୟକ୍ଷ ଭାବେ ମ୍ୟାଚ ପାଇଁ ଷ୍ଟାଡିୟମର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଦିିନିକିଆ ସିରିଜର 3ୟ ମ୍ୟାଚ ଆଉ ମାତ୍ର 4 ଦିନ ।

ବାରବାଟୀ ଦିନିକିଆ ମ୍ୟାଚ ପାଇଁ କ୍ରୀଡାମନ୍ତ୍ରୀଙ୍କ ଷ୍ଟାଡିୟମ ସମୀକ୍ଷା

ତେବେ ମ୍ୟାଚ ପାଇଁ ଓସିଏର ଯାହା ଆବଶ୍ୟକ, ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ମ୍ୟାଚକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଓଡିଶା ସରକାର ସମସ୍ତ ସାହାଯ୍ୟ କରିବେ । ଆନ୍ତର୍ଜାତିକ ମ୍ୟାଚ ହୋଇଥିବାରୁ ଏଥିପ୍ରତି ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଷ୍ଟାଡିୟମକୁ ଛାଡି ବାକି ସମସ୍ତ କାମରେ ରାଜ୍ୟ ସରକାର ସାହାଯ୍ୟ କରୁଥିବା ମନ୍ତ୍ରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବାରବାଟୀ ଷ୍ଟାଡିଅମ ରେ ଆଜି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ପହଞ୍ଚି ଷ୍ଟାଡିଅମ ର ସମୀକ୍ଷା କରିଛନ୍ତି।ମ୍ୟାଚ ଆଉ ମାତ୍ର ଅଳ୍ପ ଦିନ ଥିଲା ବେଳେ ଷ୍ଟାଡିୟମ ର କାର୍ଯ୍ୟ ର ସମୀକ୍ଷା କରିଛନ୍ତି।ତେବେ ମ୍ୟାଚ ପାଇଁ ଓସିଏ ର ଜାହା ଆବଶ୍ୟକ ହେବ ତାହାକୁ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମନ୍ତ୍ରୀ କହିଛନ୍ତି।ମ୍ୟାଚ କୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଓଡିଶା ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବେ।ଏହା ଗୋଟିଏ ଆନ୍ତର୍ଜାତିକ ମ୍ୟାଚ ହୋଇଥିବାରୁ ଏଥି ପ୍ରତି ରାଜ୍ୟ ସରକାର ନଜର ରଖିଛନ୍ତି।ଷ୍ଟାଡିଅମ କୁ ଛାଡି ବାକି ସମସ୍ତ କାମ ଉପରେ ରାଜ୍ୟ ସରକାର ସାହାଯ୍ୟ କରୁଥିବା ମନ୍ତ୍ରୀ କହିଛନ୍ତି।

ବାଇଟ - ତୁଷାରକାନ୍ତ ବେହେରା,ରାଜ୍ୟ କ୍ରୀଡା ମନ୍ତ୍ରୀ।

Body:no need

Conclusion:no need
Last Updated : Dec 17, 2019, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.