ETV Bharat / sports

ବିବାହ ବନ୍ଧନରେ ଆବଦ୍ଧ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି

ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...

author img

By

Published : Feb 25, 2021, 5:44 PM IST

Sports minister tusharkanti behera tied knot today
ବିବାହ ବନ୍ଧନରେ ଆବଦ୍ଧ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି

କାକଟପୁର: ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିଜେ ଟ୍ବିଟ ଯୋଗେ ଏହି ଶୁଭଖବର ଜଣାଇଛନ୍ତି ମନ୍ତ୍ରୀ । ପତ୍ନୀଙ୍କ ନାମ ନନ୍ଦୀନି ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

  • କାକଟପୁର ସ୍ଥିତ ଦେଉଳିମଠ ଠାରେ ଆଜି ମୋର ଶୁଭବିବାହ ଆୟୁଷ୍ମତୀ ନନ୍ଦିନୀଙ୍କ ସହ ଯଥାରୀତି ସମ୍ପନ୍ନ ହୋଇଛି l ସମସ୍ତ ଗୁରୁଜନ ବୃନ୍ଦଙ୍କ ଆଶୀର୍ବାଦ ଓ ମୋର ଶୁଭେଛୁମାନଙ୍କ ଶୁଭକାମନା ମୋର ଏକାନ୍ତ କାମ୍ୟ l pic.twitter.com/N4o9Xt0OQl

    — Tusharkanti Behera (@btushar02) February 25, 2021 " class="align-text-top noRightClick twitterSection" data=" ">

ନିଜ ନିର୍ବାଚନ ମଣ୍ଡଳୀ କାକଟପୁରସ୍ଥିତ ଦେଉଳିମଠ ଠାରେ ନନ୍ଦିନୀଙ୍କ ସହ ବିହାହ କରିଛନ୍ତି ତୁଷାରକାନ୍ତି । ବିବାହର ଏକ ଫଟୋ ସେୟାର କରିବା ସହ ଶୁଭେଛୁଙ୍କ ଶୁଭକାମନା ଓ ଗୁରୁଜନଙ୍କ ଆଶୀର୍ବାଦ କାମନା କରିଛନ୍ତି ମନ୍ତ୍ରୀ ।

ନିକଟ ଅତୀତରେ ନିର୍ବନ୍ଧ କରିଥିଲେ ତୁଷାରକାନ୍ତି । ସେବେଠାରୁ ବିବାହ ନେଇ ଚର୍ଚ୍ଚା ହୋଇଆସୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.