ETV Bharat / sports

ଜାଣନ୍ତୁ ଓପନର ଶିଖର ଧୱନଙ୍କ ପସନ୍ଦର କ୍ୟାପଟେନ, ବ୍ୟାଟିଂ ପାର୍ଟନର - ଓପନର ଶିଖର ଧାୱନ

ଟିମ ଇଣ୍ଡିଆ ଓନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ନିଜ ପସନ୍ଦର କ୍ୟାପଟେନ ଓ ବ୍ୟାଟିଂ ପାର୍ଟନରଙ୍କ ନାମ ଖୁଲାସା କରିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କୁ ସେ ତାଙ୍କର ପସନ୍ଦର କ୍ୟାପଟେନ ବାଛିଛନ୍ତି । ବ୍ୟାଟିଂ ପାର୍ଟନର ଭାବେ ଅନ୍ୟତମ ଓପନର ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି ।

Shikhar Dhawan reveals his favourite captain, batting partner
ଜାଣନ୍ତୁ ଓପନର ଶିଖର ଧାୱନଙ୍କ ପସନ୍ଦର କ୍ୟାପଟେନ , ବ୍ୟାଟିଂ ପାର୍ଟନର
author img

By

Published : May 14, 2020, 2:09 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଓନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ନିଜ ପସନ୍ଦର କ୍ୟାପଟେନ ଓ ବ୍ୟାଟିଂ ପାର୍ଟନରଙ୍କ ନାମ ଖୁଲାସା କରିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କୁ ସେ ତାଙ୍କର ପସନ୍ଦର କ୍ୟାପଟେନ ବାଛିଛନ୍ତି । ବ୍ୟାଟିଂ ପାର୍ଟନର ଭାବେ ଅନ୍ୟତମ ଓପନର ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ସହ ଇନଷ୍ଟାଗ୍ରାମ ଚାଟରେ ଏହା କହିଛନ୍ତି ଧାୱନ ।

Shikhar Dhawan reveals his favourite captain, batting partner
ଜାଣନ୍ତୁ ଓପନର ଶିଖର ଧାୱନଙ୍କ ପସନ୍ଦର କ୍ୟାପଟେନ , ବ୍ୟାଟିଂ ପାର୍ଟନର

ଧାୱନ କହିଛନ୍ତି ସେ କେବଳ ଧୋନି ଓ କୋହଲିଙ୍କ ଅଧିନାୟତ୍ବରେ ଟିମ ଇଣ୍ଡିଆରେ ଖେଳିଛନ୍ତି । ସେଥିପାଇଁ ଧୋନିଙ୍କୁ ଚୟନ କରିଛନ୍ତି । ତେବେ ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲି ବର୍ତ୍ତମାନ ଭାରତୀୟ ଦଳ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରହିଛନ୍ତି ।

ପରେ କେଉଁ ବୋଲରଙ୍କୁ ଖେଳିବାରେ ତାଙ୍କପାଇଁ ଆହ୍ବାନପୂର୍ଣ୍ଣ ଅନୁଭବ କରିଛନ୍ତି ପ୍ରଶ୍ନ କରିଥିଲେ ପଠାନ । ଉତ୍ତରରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ନାମ କରିଥିଲେ ଧାୱନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.