ETV Bharat / sports

ଇଂଲଣ୍ଡ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ୟୋୟୋ ଟେଷ୍ଟ ପାସ୍‌

ଭାରତୀୟ ଟିମର ଯୁବ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ ୟୋୟୋ ଟେଷ୍ଟ ପାସ୍‌ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ଫିଟନେସ ଟେଷ୍ଟ ପାସ୍‌ କରିବା ଟିମ ଇଣ୍ଡିଆ ପାଇଁ ଶୁଭ ଖବର ।

ଇଂଲଣ୍ଡ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ୟୋୟୋ ଟେଷ୍ଟ ପାସ୍‌
ଇଂଲଣ୍ଡ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ୟୋୟୋ ଟେଷ୍ଟ ପାସ୍‌
author img

By

Published : Feb 13, 2021, 2:12 PM IST

ହାଇଦ୍ରାବାଦ: ଭାରତୀୟ ଟିମର ଯୁବ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ ୟୋୟୋ ଟେଷ୍ଟ ପାସ୍‌ କରିଛନ୍ତି । ଏହାର ସୂଚନା ସୋସିଆଲ ମିଡିଆରେ ଖୋଦ୍‌ ଦେଇଛନ୍ତି ସଞ୍ଜୁ । ତେବେ ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପୂର୍ବରୁ ସଞ୍ଜୁଙ୍କ ଫିଟନେସ ଟେଷ୍ଟ ପାସ୍‌ କରିବା ଟିମ ଇଣ୍ଡିଆ ପାଇଁ ଶୁଭ ଖବର ।

ଭାରତ-ଇଂଲଣ୍ଡ ମଧ୍ୟରେ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜ 12ମାର୍ଚ୍ଚରୁ ଆରମ୍ଭ ହେବ ।

ସଞ୍ଜୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ସହ ରହିଥିଲେ । 3ଟି ମ୍ୟାଚରେ 141.18 ଷ୍ଟ୍ରାଇକ ରେଟ୍‌ ସହ 48ରନ୍‌ କରିଥିଲେ । 26 ବର୍ଷୀୟ ସଞ୍ଜୁ ଭାରତ ପାଇଁ 7ଟି ଟି-20 ମ୍ୟାଚ ଖେଳି 118.57ର ଷ୍ଟ୍ରାଇକରେଟ୍‌ ସହ 83ରନ୍‌ କରିଛନ୍ତି ।

ତେବେ ସେ ଟ୍ବିଟ କରି ଉଲ୍ଲେଖ କରିଛନ୍ତି ଯେ, ଫିଟନେସ ଟେଷ୍ଟ ପାସ୍‌ । ଏବେ ନଜର ବିଜୟ ହଜାରେ ଟ୍ରଫିରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.