ETV Bharat / sports

ଜନ୍ମଦିନ ପାଳିବେନି ମାଷ୍ଟର ବ୍ଲାଷ୍ଟର - କୋରୋନା ଯୋଦ୍ଧାଙ୍କୁ ସମ୍ମାନ

କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଜନ୍ମଦିନ ପାଳିବେନି ସଚିନ । ଶୁକ୍ରବାର 47 ବର୍ଷ ବୟସରେ ପାଦ ଦେବେ ମାଷ୍ଟର ବ୍ଲାଷ୍ଟର । ଅଧିକ ପଢ଼ନ୍ତୁ...

sachin tendulkar, tendulkar will not celebrate birthday, mark of respect to corona warriors, ଜନ୍ମଦିନ ପାଳିବେନି ମାଷ୍ଟର ବ୍ଲାଷ୍ଟର, କୋରୋନା ଯୋଦ୍ଧାଙ୍କୁ ସମ୍ମାନ, ସଚିନ ତେନ୍ଦୁଲକର
ଜନ୍ମଦିନ ପାଳିବେନି ମାଷ୍ଟର ବ୍ଲାଷ୍ଟର
author img

By

Published : Apr 22, 2020, 11:25 PM IST

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକର ଆସନ୍ତା ଶୁକ୍ରବାର 47 ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି । ତେବେ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ନିଜ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସଚିନ । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନେଇଛନ୍ତି ସେ ।

‘‘ନିଜ ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ସଚିନ । କୋରୋନା ଯୁଦ୍ଧରେ ଆଗଧାଡିରେ ରହି କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମୀ, ପ୍ରତିରକ୍ଷା କର୍ମଚାରୀ, ସଫେଇ କର୍ମୀ ଆଦି କୋରୋନା ଯୋଦ୍ଧାଙ୍କୁ ଏହାଠାରୁ ବଡ ଆଉ ସମ୍ମାନ କିଛି ହୋଇ ପାରିବ ନାହିଁ ବୋଲି କହିଛନ୍ତି ସଚିନ।’’ ଏନେଇ ସଚିନଙ୍କ ନିକଟତର ଏକ ସୂତ୍ରରୁ ଖବର ମିଳିଛି ।

ତେନ୍ଦୁଲକର ପିଏମ କେୟାର୍ସ ପାଣ୍ଠି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କା ଦାନ କରି ସାରିଛନ୍ତି । ଏହାସହ 5 ହଜାର ପରିବାରକୁ ଗୋଟିଏ ମାସର ରାସନ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ସଚିନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.