ETV Bharat / sports

ଫ୍ୟାନ୍ସଙ୍କୁ ସଚିନ ତେନ୍ଦୁଲକରଙ୍କ ଇଷ୍ଟର ଶୁଭେଚ୍ଛା

author img

By

Published : Apr 12, 2020, 3:29 PM IST

ଫ୍ୟାନ୍ସଙ୍କୁ ଇଷ୍ଟର ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ସଚିନ ନିଜ ଟ୍ବିଟର ଆକଉଣ୍ଟରେ ଇଷ୍ଟର ଅବସରରେ ଲେଖିଛନ୍ତି "ଇଷ୍ଟର ଆମକୁ କେବେ ବି ଆଶା ହାରିବା ନାହଁ ଓ ସର୍ବଦା ଭରଷା ରଖିବାକୁ ଶିଖାଇଥାଏ ।"

Sachin Tendulkar Extends wishes to fan on Easter
ଫ୍ୟାନ୍ସଙ୍କୁ ସଚିନ ତେନ୍ଦୁଲକରଙ୍କ ଇଷ୍ଟର ଶୁଭେଚ୍ଛା

ମୁମ୍ବାଇ: ଫ୍ୟାନ୍ସଙ୍କୁ ଇଷ୍ଟର ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ସଚିନ ନିଜ ଟ୍ବିଟର ଆକଉଣ୍ଟରେ ଇଷ୍ଟର ଅବସରରେ ଲେଖିଛନ୍ତି "ଇଷ୍ଟର ଆମକୁ କେବେବି ଆଶା ହାରିବା ନାହଁ ଓ ସର୍ବଦା ଭରଷା ରଖିବାକୁ ଶିଖାଇଥାଏ ।"

  • Easter reminds us to never lose hope and have faith.

    There will always be light at the end of the tunnel. We shall overcome these challenging times together through our prayers and our mental and physical strength as a country.

    Happy Easter everyone!

    — Sachin Tendulkar (@sachin_rt) April 12, 2020 " class="align-text-top noRightClick twitterSection" data=" ">

ଅନ୍ଧାର ପରେ ସର୍ବଦା ଆଲୋକ ଆସିଥାଏ । ମାନସିକ ଓ ଶାରୀରିକ ସ୍ତରରେ ଏକ ହୋଇ ସମସ୍ତ ଦେଶବାସୀ ଆମେ ଏହି କଠିନ ପରିସ୍ଥିତିରୁ ମୁକୁଳିପାରିବା କହିଛନ୍ତି ସଚିନ । ଏଥସହିତ ସମସ୍ତଙ୍କୁ 'ହାପି ଇଷ୍ଟର' କହିଛନ୍ତି ।

ତେବେ କୋରୋନା ସଂକ୍ରମଣକୁ ରୋକିବାକୁ ଲାଗୁହୋଇଥିବା ଲକଡାଉନ ଯୋଗୁଁ ଚର୍ଚ୍ଚ ଗୁଡିକରେ ଗହଳି ଦେଖିବାକୁ ମିଳିନାହିଁ । ପ୍ରଭୁ ଜିଶୁଙ୍କୁ ମନେପକେଇବାର ଏହି ଦିନ ଚର୍ଚ୍ଚରେ ଫିକା ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.