ETV Bharat / sports

'ସଚିନଙ୍କ ଶତକ ରେକର୍ଡ ଭାଙ୍ଗିପାରିବେ କୋହଲି'

author img

By

Published : Jul 5, 2020, 5:37 PM IST

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ 100ଟି ଅନ୍ତର୍ଜାତୀୟ ଶତକର ରେକର୍ଡକୁ ଭଙ୍ଗ କରିପାରିବେ । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଏହା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଜ ହଜ୍ ।

Sachin 's Record of 100 centuries can be broken by Virat Kohli
'ସଚିନଙ୍କ ଶତକ ରେକର୍ଡ ଭାଙ୍ଗିପାରିବେ କୋହଲି'

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ 100ଟି ଅନ୍ତର୍ଜାତୀୟ ଶତକର ରେକର୍ଡକୁ ଭଙ୍ଗ କରିପାରିବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଏହା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଜ ହଜ୍ ।

Sachin 's Record of 100 centuries can be broken by Virat Kohli
ବିରାଟ କୋହଲି

ତେନ୍ଦୁଲକର ନିଜର ସଫଳତମ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ 51ଟି ଟେଷ୍ଟ ଶତକ ଓ 49ଟି ଦିନିକିଆ ଶତକ ହାସଲ କକିଛନ୍ତି । ବିରାଟ କୋହଲି ଏହି ତାଲିକାର 3ୟ ସ୍ଥାନରେ ରହିଛନ୍ତି । 27ଟି ଟେଷ୍ଟ ଶତକ ଓ 43ଟି ଦିନିକିଆ ଶତକ ସହ ମୋଟ 70 ଶତକ ହାସଲ କରିସାରିଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂଙ୍କ ନାମରେ 71ଟି ଅନ୍ତର୍ଜାତୀୟ ଶତକ ରହିଛି ।

ସଚିନ ତେନ୍ଦୁଲକ

ସଚିନଙ୍କ ସମୟ ଠାରୁ କୋହଲିଙ୍କ ଫିଟନେସର ସ୍ତର ବେଶ ଉଚ୍ଚ । ସେଥିପାଇଁ ସଚିନଙ୍କ ରେକର୍ଡକୁ ଅତିକ୍ରମ କରିବାକୁ କୋହଲିଙ୍କ ପାଖେ ସମସ୍ତ ସୁଯୋଗ ରହିଛି ବୋଲି ହଜ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.